ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ

0

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଆଜି ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ 11ଟା 19 ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.2 ରେକର୍ଡ କରାଯାଇଛି। ଭୂମିକମ୍ପରେ ତିନି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା  I ଫଳରେ ଲୋକ ମାନଙ୍କ ଭିତରେ ଭୟର ବାତାବାରଣ ଖେଳି ଯାଇଛିI

Leave A Reply

Your email address will not be published.