କରୋନାରେ ପ୍ରଭାବିତ ହେଇପାରନ୍ତି 40 କୋଟି ଭାରତୀୟ

0

କରୋନା ଯୋଗୁଁ ବହୁ ବିକଶିତ ଏବଂ ବିକାଶଶୀଳ ଦେଶ ପ୍ରଭାବିତ ହୋଇଛନ୍ତି l ଭାରତ ଏବଂ ବ୍ରାଜିଲ୍ ପରି ଦେଶରେ ଲକ୍ ଡାଉନ୍ ଦେଶର ଅର୍ଥନୀତି ସହ ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି l ଲକ୍ ଡାଉନ୍ ଯୋଗୁଁ ଅଧିକାଂଶ ଗ୍ରାମାଞ୍ଚଳକୁ ଫେରିବା ପାଇଁ ବାଧ୍ୟ ହୋଇଛନ୍ତି l

ମହାମାରୀ କରୋନାରେ ଭାରତ ବହୁମାତ୍ରାରେ ପ୍ରଭାବିତ ହେବ ବୋଲି ଆନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ଅକଳନ କରାଯାଇଛି l ଆନ୍ତର୍ଜାତିକ ଶ୍ରମ ସଂଗଠନର ମହାନିର୍ଦେଶକ ଜି. ରାଇଡ଼ର କହିଛନ୍ତି ଭାରତରେ କାମ କରୁଥିବା ପ୍ରାୟ 40 କୋଟି ଲୋକ ପ୍ରଭାବିତ ହେବେ l କାମ କରୁଥିବା ଶ୍ରମିକ ଓ କର୍ମଚାରୀ ମାନେ ଗୁରୁତର କ୍ଷୟକ୍ଷତି ହେବ l ଆରବ ଦେଶ ରେ ପ୍ରାୟ ଅଧ କୋଟି କର୍ମଚାରୀ, ୟୁରୋପ ରେ 1.2 କୋଟି କର୍ମଚାରୀ, ପ୍ରଶାନ୍ତ ମହାସାଗରୀୟ ଦେଶରେ 12.5 କୋଟି କର୍ମଚାରୀ ଙ୍କ ପାଇଁ କରୋନା ଘାତକ ସାଜିପାରେ ବୋଲି ସେ ସତର୍କ କରାଇଦେଇଛନ୍ତି l

Leave A Reply

Your email address will not be published.