ଓଡିଶାରେ ଜି ୨୦ ର ତିନୋଟି ସବ କମିଟି ପାଇଁ ପ୍ରଧାନମନ୍ତ୍ରୀ ସ୍ଥାନ ବାଛିଥିବାରୁ ଧନ୍ୟବଦ ଦେଲା କଟକ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପୂର୍ବାହ୍ନ ରେ କଟକ ନଗର ବିଜେପିର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ କଟକ ଚଣ୍ଡୀ ମନ୍ଦିର ସମ୍ମୁଖରେ ବିଶ୍ୱ ନେତୃତ୍ୱର ପରାକାଷ୍ଠା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G-20 ଶିଖର ବୈଠକ ନେତୃତ୍ୱ ନେଇ ଓଡିଶାରେ ଜି ୨୦ ର ତିନୋଟି ସବ କମିଟି ପାଇଁ ବୈଠକ ସ୍ଥାନ ବାଛିଥିବାରୁ ତାଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ  ହୋଇଥିଲା।

ଏଥିରେ ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, କଳ୍ପନା ପଟ୍ଟନାୟକ, ନମିତା ମିଶ୍ର, ରତନ ମହାନ୍ତି, ସତ୍ୟ ଦାସ, ସନ୍ତୋଷୀ ଚୌଧୁରୀ, କଲ୍ୟାଣୀ ମହଲା, ସୁବାଷ ମହାନ୍ତି, ମହମ୍ମଦ ସବୀର, ମନୋରମା ରାଉତ, ଅମ୍ବିକା ଦାସ, ଅଳକା ମହାନ୍ତି, ସୁଚିତ୍ରା ସେନାପତି,ସାଗରୀକା ମୁଦୁଲି,ଦୀପକ କାହାଳୀ, ସଦାନନ୍ଦ ବିଶ୍ୱାଳ, ସଂଯୁକ୍ତା ମିଶ୍ର, ସୁଜାତା ଶର୍ମା,ଦିବାକର ସାହୁ, ଅନୁପମ ଦାସ, ସଂଗ୍ରାମ ସିଂ, ମୃତ୍ୟୁଞ୍ଜୟ ଜେନା, ସ୍ଵର୍ଣ୍ଣଲତା ସେଠି,ପ୍ରତିମା ସ୍ୱାଇଁ, ଶିଳ୍ପା ସୌମିତ୍ରୀ ଗୋସ୍ୱାମୀ,ରଘୁନାଥ ଦତ୍ତ, କବିତା ଦଳେଇ, ଶମ୍ଭୁ ବେହେରା, ରାଜେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.