କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲିର ଜନ୍ତରମନ୍ତରରେ ବସିଥିବା କୁସ୍ତି ଯୋଦ୍ଧାମାନଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି। ଏହି ସମୟରେ ସିଏମ କେଜ୍ରିୱାଲ ଭାରତ ମାତା କି ଜୟ ଏବଂ ଇନକିଲାବ ଜିନ୍ଦାବାଦର ସ୍ଲୋଗାନ ଦେଇ କୁସ୍ତିମାନଙ୍କ ସମର୍ଥନରେ କହିବା ଆରମ୍ଭ କରିଥିଲେ।

ସେ କହିଛନ୍ତି ଯେ ଆମ ଭଉଣୀମାନଙ୍କ ସହ ଅସଦାଚରଣ କରିବା ଦ୍ୱାରା ଏପରି ବ୍ୟକ୍ତିଙ୍କୁ ତୁରନ୍ତ ଦଣ୍ଡ ଦିଆଯିବା ଉଚିତ୍।

Leave A Reply

Your email address will not be published.