ପରଲୋକରେ ଧନୁଯାତ୍ରାର କୁନି କଳାକାର ଶ୍ରେୟସ ପୂଜାରୀ, ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ଶ୍ରେୟସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଚାଲିଗଲେ ବରଗଡ଼ ଧନଯାତ୍ରା ର କୁନି କଳାକାର ବଳରାମ । ଶ୍ରେୟସ ପୂଜାରୀ ନାମକ ଏହି ଶିଶୁ କଳାକାର ଖେଳୁଥିବା ବେଳେ ତଳେ ପଡିଗଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳଯାଇଛି । ଶ୍ରେୟସ ଆମ୍ବାପଳି ରେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ।

 

 

Leave A Reply

Your email address will not be published.