ସଶକ୍ତ ଓଡିଶା ସାଥୀ ଓଡ଼ିଶା କାର୍ଯ୍ଯକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଶକ୍ତ ଓଡିଶା ସାଥୀ ଓଡ଼ିଶା କାର୍ଯ୍ଯକ୍ରମ ଅନୁଷ୍ଠିତ | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପରିସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜନଜାତି ସଂସ୍କୃତି ପ୍ରଗତି ପାଇଁ ସଶକ୍ତ ଓଡିଶା ସାଥୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ମାନସ ରଞ୍ଜନ ସାମଲ, ସମ୍ମାନିତ ଅତିଥି ଭାବେ ଏସଡିସି ଚ୍ୟାୟାର ପରସନ୍ ଶୁଶ୍ରୀ ଲକ୍ଷ୍ମୀ ନାୟକ, ଭାଇସ ଚେୟାରମ୍ୟାନ ନାରାୟଣ ପୂର୍ତ୍ତି, ଏଇଇଆଇଟିଡିଏ ରବିନ୍ଦ୍ର ନାଥ ନାଏକ ଯୋଗ ଦେଇଥିଲେ |

ଏହା ସହ ବିଜୟ କୁମାର ପଲେଇ, ଆକାଶ କୁମାର ଜେନା, ଡିପିସିଏସଡିସି ଝରଣା ମହାନ୍ତ, ବ୍ଲକ ଉପାଧ୍ଯକ୍ଷ ପଞ୍ଚାନନ୍ନ ବେହେରା, ଜିଲ୍ଳା ପରିଷଦ ସଞ୍ଜୟ ମଲ୍ଲୀକ ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତର ଲୋକମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.