ଖାଦ୍ୟ ସୁରକ୍ଷା ନେଇ ଭୁବନେଶ୍ୱରରେ କର୍ମଶାଳା , ୫୦ ଜଣ ଖାଦ୍ୟ ଵ୍ୟଵସାୟୀ ନେଲେ ପ୍ରଶିକ୍ଷଣ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): Master cateenରେ ଥିବା ଵ୍ୟଵସାୟୀ ସଙ୍ଘର ସମିଳନୀ କକ୍ଷରେ ଖାଦ୍ୟ ସୁରକ୍ଷା ବିଷୟ ଉପରେ ଏକ ପ୍ରଶିକ୍ଷଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷକ ରଞ୍ଜନ କୁମାର ମଲ୍ଲିକ food safety & fostac ପ୍ରଶିକ୍ଷକ ଏବଂ aroma sikhya o seba samiti ରାଜ୍ୟ ସଞ୍ଚାଳକ  ବିଭୁତି ଭୂଷଣ ଲେଙ୍କା ଏବଂ orijini uddogya ତଥା aroma sikhya o seba samiti ଭୁବନେଶ୍ବର ପରିଚାଳକ ଗଗନ କୁମାର ଲେଙ୍କା ଓ  ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କର୍ମଶାଳାରେ ୫୦ ଜଣ ଖାଦ୍ୟ ଵ୍ୟଵସାୟୀ ପ୍ରଶିକ୍ଷଣ ନେଇଥିଲେ।

ଏଠାରେ ଖାଦ୍ୟ କପରି ସୁରକ୍ଷାର ସହିତ ତିଆରି କରି ସୁରକ୍ଷାର ସହ ଵ୍ୟଵସାୟ କରିଵା ଉପରେ ଆଲୋକପାତ କରିଥିଲେ।  ସଵୁ ଠାରେ ପରିସ୍କାର ରଖିବା. ମୁଖ୍ୟତ କ୍ଷୀର,ମାଂସ, କୁକୁଡ଼ା,ମାଛ,ସାମୁଦ୍ରିକ ଖାଦ୍ୟ ସାମଗ୍ରୀ,ପାଣି,ତେଲ,ପନି ପରିବା, ଆଦି ଵ୍ୟଵସାୟୀ ଫୋସ୍ଟକ ପ୍ରମାଣ ପତ୍ର ନେବା ବାଧ୍ୟତାମୂଳକ କରାଯାଇଛି । ଖାଦ୍ୟରେ ହେଉଥିବା ଅପମିଶ୍ରଣକୁ କପରି ରୋକାଯାଇ ପାରିବ ସେଥିପାଇଁ ଏହି ଫୋସ୍ଟକ ପ୍ରମାଣ ପତ୍ର ତାଲିମ ନେଇ ପାଇପାରିବେ ଵୋଲି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ମାନଂକୁ ଅନୁମତି ଦିଇଛନ୍ତି, ଅରୋମା ଶିକ୍ଷା ଓ ସେବା ସମିତି ଏହି ପ୍ରଶିକ୍ଷଣ ଦିଇ ଫୋସ୍ଟକ ପ୍ରମାଣ ପତ୍ର ଦେବା ପାଇଁ ଦାଇତ୍ୱ ଦିଆଯାଇଛି, ଏହି ସଭାରେ ଶ୍ରୀନିଵାସ,କବିରାଣୀ,ସାଗରିକା, ସୁଭସ୍ମିତା,ମମତା, ହେମଲତା,ପ୍ରତୁଷ୍ୟ,ତାରିଣୀ, ଅନିଶା, ଅମିର,ଶ୍ରତମ ରହି ପରିଚାଳନା କରିଥିଲେ.

Leave A Reply

Your email address will not be published.