ରାଜ୍ୟ ସରକାରଙ୍କ ଘୋଷଣା ଗରିବଙ୍କୁ ଦିଆଯିବ ରନ୍ଧା ଖାଦ୍ୟ

0

ଲକ୍ ଡାଉନ୍ ସମୟରେ ଗ୍ରାମାଞ୍ଚଳର ଗରୀବ ମାନଙ୍କୁ ଦୃଷ୍ଟିରେ ରଖି ରନ୍ଧା ଖାଦ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର l ଶନିବାର ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ପ୍ରତେକ ଗ୍ରାମ ପଞ୍ଚାୟତରେ 100 ରୁ 200 ଗରିବ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପରିବେଷଣ କରାଯିବ l ଗରିବ ଲୋକମାନେ ମଧ୍ୟ ଚାହିଁଲେ ଏହି ଖାଦ୍ୟ ଘରକୁ ନେଇପାରିବେ l ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏହି ଦାୟିତ୍ଵ ନେବେ l

Leave A Reply

Your email address will not be published.