ଓଡ଼ିଆ ନ୍ୟୁଜ୍: ଦେୟମୁକ୍ତ UPSC ସିଭିଲ୍ ସର୍ଭିସ୍ ରେସିଡେନ୍ସିଆଲ୍ କୋଚିଂ ପାଇଁ ନୋଟିସ୍। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କ ଠାରୁ ଦରଖାସ୍ତ ଆହ୍ବାନ। ୨୦୨୬-୨୭ ବର୍ଷ ପାଇଁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଠାରୁ ଦରଖାସ୍ତ ଆହ୍ବାନ। କାଲିଠାରୁ ୧୯ ତାରିଖ ମଧ୍ୟରେ ଆବେଦନ କରିପାରିବେ ଆଶାୟୀ। ଜୁନ୍ ୨୮ରେ ହେବ ପରୀକ୍ଷା; ୨ ଶହ ଯୋଗ୍ୟ ଆଶାୟୀ ପାଇବେ ସୁଯୋଗ।
ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା UPSC କୋଚିଂ । ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁପିଏସସି କୋଚିଂ ଯୋଗେଇ ଦେବ ଉଚ୍ଚ ଶିକ୍ଷା ବିଭାଗ। ୨୦୦ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦେବେ ମାଗଣା ୟୁପିଏସସି କୋଚିଂ । ଜୁନ୍ ୨୮ ତାରିଖରେ ହେବ ପ୍ରବେଶିକା ପରୀକ୍ଷା । ୧୯ ତାରିଖରୁ ସାମ୍ସ ପୋର୍ଟାଲରେ କରିବାକୁ ପଡ଼ିବ ଆବେଦନ।