ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦରେ ପୂର୍ଣ୍ଣଛେଦ, ଦୁଇଦିନ ହେଲା ଏହାକୁ ନେଇ ଚାଲିଥିଲା ସପକ୍ଷ ଓ ବିପକ୍ଷବାଦୀ  ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଲପ୍ଲାଣ୍ଟ ର ସମସ୍ୟା ନେଇ ଚାଲିଥିଲା ତ୍ରିପାକ୍ଷିକ ବୈଠକ। ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦରେ ପୂର୍ଣ୍ଣଛେଦ । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ ବନ୍ଦ କରିବାକୁ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ ବନ୍ଦ ନ କରିବାକୁ ଦାବି କରି ଆଉ ଏକ ଗୋଷ୍ଠୀ ଆନ୍ଦୋଳନକୁ ଓଲ୍ହାଇ ଥିଲେ ।

ବିଭାଗୀୟ ଅଧିକାରୀ ଯାଞ୍ଚ ପରେ ଚାଲିବ ପ୍ଲାଣ୍ଟ  ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ନିଷ୍ପତି ବୈଠକ ପରେ ଉଭୟ ସପକ୍ଷ ଓଁ ବିପକ୍ଷ ବାଦୀ  ମୁହାଁ ମୁହିଁ ହୋଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଣ୍ଟପଡ଼ା-ଟେଣ୍ଟୁଳେଇ ଗାଁର ସପକ୍ଷ ଓ ବିପକ୍ଷବାଦୀ ଚଳାଇଥିଲେ ଆନ୍ଦୋଳନ।

Leave A Reply

Your email address will not be published.