ପରକୂଳା ଗ୍ରାମରେ ନୂର୍ତନ ମନ୍ଦିର ପ୍ରତିଷ୍ଠା ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପରକୂଳା ଗ୍ରାମରେ ନୂର୍ତନ ମନ୍ଦିର ପ୍ରତିଷ୍ଠା ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ । କେନ୍ଦ୍ରାପଡା ଅନ୍ତର୍ଗତ ପରକୂଳା ଗ୍ରାମରେ ୧୫ ବର୍ଷର ପୂରୁଣା ଫ୍ରେଣ୍ଡସ୍ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ସଂକଟ ମୋଚନ ପୂଜା କମିଟି ଦ୍ୱାରା ଆୟୋଜିତ ନୂତନ ମନ୍ଦିର ପ୍ରତିଷ୍ଠା ଓ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ନିଶାକର ବେହେରା ଏବଂ ସ୍ମିତାରାଣୀ ବେହେରା କର୍ତ୍ତାସାଜି ଥିଲେ |ସେମାନେ ଦୁହେଁ  ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ସଂକଳ୍ପ କରିଥିବା ବେଳେ ଆଜି ପ୍ରାତଃ ୭ଘଟିକା ସମୟରେ ଚିତ୍ରପ୍ତଳା ନଦୀରୁ ଜଳାଭିଶେକ କରାଯାଇ ୧୦୮ କଳସ ଶୋଭାଯାତ୍ରାରେ ବାହାରି ଥିଲେ |

ଗ୍ରାମର ଉଭୟ ମହିଳା ଓ ପୁରୁଷ କର୍ମକର୍ତ୍ତାମାନେ ଆସି ମନ୍ଦିର ପ୍ରତିଷ୍ଠା ପୂଜା ଅର୍ଚ୍ଚନା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।  ଭକ୍ତ ଏହି ମନ୍ଦିର ପ୍ରତିଷ୍ଠା ପୂଜା କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା

Leave A Reply

Your email address will not be published.