ହନୁମାନ ପଇସା ପାଇଁ ମାରିଦେଲେ

0

ଖଣ୍ଡପଡ଼ା(ଓଡ଼ିଆ ନ୍ୟୁଜ୍ ): ହନୁମାନ ପଇସା ପାଇଁ ଜୀବନରୁ ମାରିଦେଲେ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କିଆଝର ପଞ୍ଚାୟତ ଗିରିଡ଼ିପଲ୍ଲୀ ଗ୍ରାମରେ ଅଭାବନୀୟ ଗଟଣା ଘଟିଯାଇଛି । ନିକଟସ୍ଥ ନଦୀପଠାରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଖଣ୍ଡପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ତେବେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ସମ୍ବଲପୁର, ହୀରାକୁଦ ଅଞ୍ଚଳର ବୋଲି ଜଣାପଡ଼ିଛି। ହନୁମାନ ପଇସା ପାଇଁ ଏଭଳି କାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.