୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଚାଲିଛି ଗଣତି: ଜାଣନ୍ତୁ କେଉଁ ଜୋନରୁ କେଉଁ ଦଳ ଆଗରେ ଅଛି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣନା ଚାଲିଛି  । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହୋଇଛି ଗଣତି ବ୍ୟବସ୍ଥା। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଅଛନ୍ତି। ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି। ରଙ୍ଗ ଅନୁସାରେ ବାଲଟ୍ ପେପର ସର୍ଟିଂ ପରେ ଚାଲିଛି ଗଣତି।ଦିନ ୩ଟା ସୁଦ୍ଧା  ଫଳାଫଳ ଅନୁଯାୟୀ ଜିଲ୍ଲାପରିଷଦରେ ବିଜେଡି : ୨୭୧, ବିଜେପି : ୨୧ କଂଗ୍ରେସ:୧୬ ଓ  ସ୍ବାଧୀନ ପ୍ରାର୍ଥୀ :୭ ପ୍ରାର୍ଥୀ ଆଗରେ ଅଛନ୍ତି।  ନଜର ପକାନ୍ତୁ କେଉଁ ଆସନରୁ କେଉଁ ଦଳ ଆଗରେ ରହିଛି ।

  •  ଜୟପୁର ଜୋନ୍-୧ରେ ବିଜେଡି ଆଗୁଆ
  • କୋଟପାଡ଼ ଜୋନ୍-୧ରେ ବିଜେଡି ଆଗୁଆ
  • ବୋରିଗୁମ୍ମା-୧ରେ ବିଜେଡିର ଆଗୁଆ
  • କୁନ୍ଦୁରା-୧ରେ ବିଜେଡି ଆଗୁଆ
  • ବୈପାରୀଗୁଡ଼ା-୧ରେ ବିଜେଡି ଆଗୁଆ
  • ମହୁରିଆ ଓ ଦଶମନ୍ତପୁର-୧ରେ କଂଗ୍ରେସ ଆଗୁଆ
  • ଟାଙ୍ଗି ଜୋନ୍-୯ରେ ବିଜେଡିର ଆଗୁଆ
  • ବାଲିଅନ୍ତା ଜୋନ୍-୧୬ରେ ବିଜେଡି ଆଗୁଆ

 

  • ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପି ଆଗୁଆ
  • ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡି ଆଗୁଆ
  • ବାଣପୁର ଜୋନ୍-୧୩ରେ ବିଜେପି ଆଗୁଆ
  • ଟାଙ୍ଗି ଜୋନ୍-୯ରେ ବିଜେଡି ଆଗୁଆ
  • ବାଲିଅନ୍ତା ଜୋନ୍-୧୬ରେ ବିଜେଡି ଆଗୁଆ
  • ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପି ଆଗୁଆ
  • ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡି ଆଗୁଆ
  • ଗଞ୍ଜାମ: ଶେରଗଡ଼ ଜୋନ୍-୫୬ରେ ବିଜେଡି ଆଗୁଆ
  • ଭଂଜନଗର ଜୋନ୍-୫୦ରେ ବିଜେଡି ଆଗୁଆ

 

  • ଗଂଜାମ: ଖଲ୍ଲିକୋଟ ଜୋନ୍-୧୧ରେ ବିଜେଡି ଆଗୁଆ
  • ଚିକିଟି ଜୋନ୍-୧୬ରେ ବିଜେଡି ଆଗୁଆ
  • ଦିଗପହଣ୍ଡି ଜୋନ୍-୨୫ରେ ବିଜେଡି ଆଗୁଆ
  • ଗଂଜାମ ବ୍ଲକ ଜୋନ୍-୧୪ରେ ବିଜେଡି ଆଗୁଆ
  • ଛତ୍ରପୁର ଜୋନ୍-୧୪ରେ ବିଜେଡି ଆଗୁଆ
  • ଗଜପତି: କାଶୀନଗର ଜୋନ୍-୧ରେ ବିଜେପି ଆଗୁଆ
  • ଗୁମ୍ମା ଜୋନ୍-୩ରେ କଂଗ୍ରେସ ଆଗୁଆ
  • ନୂଆଗଡ଼ ଜୋନ୍-୫ରେ କଂଗ୍ରେସ ଆଗୁଆ
  • ମୋହନା ଜୋନ୍-୮ରେ ବିଜେଡି ଆଗୁଆ
  • ରାୟଗଡ଼ ଜୋନ୍-୧୩ରେ ବିଜେଡି ଆଗୁଆ
  • ଦେବଗଡ଼: ତିଲେଇବଣି-୧ରେ ବିଜେଡି ଆଗୁଆ
  • ବାରକୋଟ-୧ରେ ବିଜେଡି ଆଗୁଆ
  • ରିଆମାଳ-୧ରେ ବିଜେଡି ଆଗୁଆ
  • ନରସିଂହପୁର ଜୋନ୍-୧୬ରେ ବିଜେଡି ଆଗୁଆ
  • ବଡମ୍ବା ଜୋନ୍-୨୯ରେ ବିଜେଡି ଆଗୁଆ
  • ତିଗିରିଆ ଜୋନ୍-୧୪ରେ ବିଜେଡି ଆଗୁଆ
  • କଟକ ସଦର ଜୋନ୍-୪ରେ ସ୍ୱାଧୀନ ଆଗୁଆ
  • କଣ୍ଟାପଡ଼ା ଜୋନ୍-୮ରେ ବିଜେଡି ଆଗୁଆ
  • ନିଆଳି ଜୋନ୍-୨୦ରେ ବିଜେଡି ଆଗୁଆ
  • ବୌଦ୍ଧ: ୪ ନମ୍ବର ଜୋନ୍‌ରେ ବିଜେପି ଆଗୁଆ
  • କଣ୍ଟାମାଳ ଜୋନ୍-୧ରେ ବିଜେଡି ଆଗୁଆ
  • ହରଭଂଗା ଜୋନ୍-୭ରେ ବିଜେଡି ଆଗୁଆ

Leave A Reply

Your email address will not be published.