ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ।ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ସରକାର ଜମି ଓ ବର୍ଜ୍ୟ ଯୋଗାଇବେ, କମ୍ପାନୀ ତାଙ୍କର ପ୍ଲାଣ୍ଟ୍‌ ତିଆରି କରିବ।ଟ୍ୱିନ୍‌ ସିଟିରେ ପ୍ରାଥମିକ ସ୍ତରରେ ପ୍ଲାଣ୍ଟ୍‌ ହେବ- କୃଷ୍ଣ ଚନ୍ଦ୍ର ମହାପାତ୍ର। ପରେ ପରେ ମ୍ୟୁନିସିପାଲଟି କର୍ପୋରେସନରେ ଏହାକୁ କରାଯିବ। ଖୁବଶୀଘ୍ର ବିଭାଗୀୟ ବୈଠକ ବସିବ ଓ ତ୍ୱରିତ ଦିଗରେ କାର୍ଯ୍ୟ ଆଗକୁ ବଢିବ।

Leave A Reply

Your email address will not be published.