ଧୋନି ଚେନ୍ନାଇ ଛାଡିବାର କାରଣ କଣ ?

0

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ ) ମାର୍ଚ୍ଚ ୨୯ ରେ ଆରମ୍ଭ ହେବାକୁ ଥିବା ଆଇପିଏଲର ତ୍ରୟୋଦଶ ସଂସ୍କରଣକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି I ମାରାତ୍ମକ କରୋନା ଭାଇରସ ପାଇଁ ଏପରି ପଦକ୍ଷେପ ନେଇଛନ୍ତି l ବିଶ୍ୱକପ ପରଠାରୁ ଦୂରେଇଯାଇଥିବା ଧୋନି ଆଇପିଏଲ ପାଇଁ କିଛି ଦିନ ହେବ ଚେନ୍ନାଇରେ ଖେଳ ଅଭ୍ୟାସ କରୁଥିଲେ l କରୋନା ଭାଇରସ ସଂକ୍ରମଣ ଯୋଗୁଁ ଆଇପିଏଲ ସ୍ଥଗିତ ହେବI ଏବଂ ସରକାରଙ୍କ ତରଫରୁ ବିଭିନ୍ନ ମାର୍ଗଦର୍ଶିକା ଜାରି ହେବାପରେ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ଚେନ୍ନାଇ ଛାଡି ଘରକୁ ଫେରିଯାଇଛନ୍ତି I

Leave A Reply

Your email address will not be published.