ଓଡ଼ିଆ ନ୍ୟୁଜ୍: ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ। ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍ରେ ଭୋଟ୍ ଚୋରି କରି ଜିତିଛି। ଭାରତ ସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି: ମମତା।ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି: ମମତା।ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ, ଇସ୍ତଫା ଦେବିନି।ମୁଖ୍ୟମନ୍ତ୍ରୀ ନ ଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ।
INDIA ବ୍ଲକ୍ ଟିଏମ୍ସିକୁ ପୂରା ସମର୍ଥନ କରିଛି। ଭାରତ ସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି। ବିହାର, ମହାରାଷ୍ଟ୍ର, ହରିଆଣାରେ କରିଥିଲେ, ଏଠାରେ ବି କଲେ। ବେଙ୍ଗଲରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଭୋଟ ଗଣତି କେନ୍ଦ୍ରରେ ଆମ ଏଜେଣ୍ଟକୁ ମାଡ଼ ମାରି ତଡ଼ିଦେଲେ। ବିଜେପି କର୍ମକର୍ତ୍ତା ଗଣତି କେନ୍ଦ୍ରକୁ ହାଇଜାକ୍ କରିଦେଲେ। ମୋତେ ଶାରିରୀକ ଭାବେ ଆକ୍ରମଣ ଓ ଗାଳି ଗୁଲଜ କରାଯାଇଛି।ବେଙ୍ଗଲବାସୀଙ୍କ ପାଇଁ କଳା ଦିବସ ଥିଲା କହିଲେ ମମତା। ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି। ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ, ଇସ୍ତଫା ଦେବିନି। CEC ଏହି ନିର୍ବାଚନରେ ପ୍ରକୃତ ଭିଲେନ୍। ଆମର ଭିଲେନ୍ଙ୍କ ସହ ଲଢ଼େଇ ହେଉଥିଲା, ବିଜେପି ସହ ନୁହେଁ। କେନ୍ଦ୍ରୀୟ ଫୋର୍ସ କେନ୍ଦ୍ରୀୟ ଗୁଣ୍ଡା ଭାବେ ବ୍ୟବହାର କରୁଥିଲେ। କେନ୍ଦ୍ରୀୟ ଫୋର୍ସ କେନ୍ଦ୍ରୀୟ ଗୁଣ୍ଡା ଭାବେ ବ୍ୟବହାର କରୁଥିଲେ। ମୁଖ୍ୟମନ୍ତ୍ରୀ ନ ଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ।