କେନ୍ଦ୍ର ଜଳ ଶକ୍ତି ବିଭୀଗୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱାତଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା, ପାଇପ ଯୋଗେ ଜଳ ଯୋଗାଣ ବିଷୟରେ କଲେ ଅଲୋଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ  କେନ୍ଦ୍ର ଜଳଶକ୍ତି ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ମହୋଦୟଙ୍କ ସହ ଭୁବନେଶ୍ୱର ଲୋକସେବା ଭବନରେ ପାଇପ ଯୋଗେ ଜଳ ଯୋଗାଣ ସମ୍ୱନ୍ଧୀୟ ବିଷୟ ଆଲୋଚନା କରିଥିଲେ l ସମୁଦାୟ 2ଲକ୍ଷ 78 ହଜାର ପରିବାର ମଧ୍ୟରୁ 1 ଲକ୍ଷ 14ହଜାର ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ l 129କୋଟି ଟଙ୍କlର ଅର୍ଥରାଶି ପ୍ରଦାନ କରାଯାଇଛି l ସତ ପ୍ରତିଶତ ଘରେ କିପରି ଯଥାଶୀଘ୍ର ପାନୀୟ ଜଳ ପହଞ୍ଚିବ ସେଥିପାଇଁ ସାଂସଦ  ବ୍ୟକ୍ତିଗତ ଭାବେ ପ୍ରାୟସରତ ଅଛନ୍ତି l

Leave A Reply

Your email address will not be published.