ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଜବଲପୁରରେ ଏନଆଇଏର ବଡ଼ଧରଣର ରେଡ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଏବଂ ସହଯୋଗ ଅଭିଯୋଗରେ ମଧ୍ୟପ୍ରଦେଶ ଜବଲପୁରରେ ଏନଆଇଏର ବଡ଼ଧରଣର ରେଡ୍ । ଏନଆଇଏ ଟିମ୍ ପକ୍ଷରୁ ଆଜି ଭୋରୁ ଏନଆଇଏର ଟିମ୍ ୧୩ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି । ଗତ ସପ୍ତାହରେ ମଧ୍ୟ ୮ଟି ସ୍ଥାନରେ ୧୦୦ରୁ ଅଧିକ ସ୍ଥାନରେ ରେଡ କରାଯାଇଛି ।

Leave A Reply

Your email address will not be published.