ଓଡିଆ ନ୍ୟୁଜ୍(ବ୍ୟୁରୋ): ନୀଳାଚଳ ଇସ୍ପାତର ପୁଞ୍ଜି ପ୍ରତ୍ୟା ହାର ପ୍ରକ୍ରିୟା ଶେଷ ହେଲା। TSPl, ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ ଏହାକୁ ହାତକୁ ନେଲା। ନୀଳାଚଲ i ସହ MMTC, NMDC,BHEL,MECON ରାଜ୍ୟ ସରକାରଙ୍କ OMC ଓ IOICOL ର ଅଂଶ ଧନ ଥିଲା। ଏହି ବାବଦରେ TSPL 12100 କୋଟି ଦେଇଛି ଯାହା ନୀଳାଚଳ ଇସ୍ପାତ ର କର୍ମ ଚାରୀ ବକେୟା ଦରମା ଓ ଅନ୍ୟାନ୍ୟ ବକେୟା ପାଉନା ଭରଣା ହୋଇଛି। ଏବେ 1MT କ୍ଷମତା TSPL କାମ ଆରମ୍ଭ କରିବ। ଆଗକୁ ପ୍ରଥମ5 ପର୍ଯ୍ୟାୟ ରେ 5 ମିଲିୟନ ଟନ ଓ ଦ୍ଵିତୀୟ ପର୍ଯ୍ୟାୟ ରେ 10 ମିଲିୟନ ଟନ ଯୋଜନା ରଖିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି DIPAMର ସଚିବ ତୁହିନ କାନ୍ତ ପାଣ୍ଡେ। ଆଗାମୀ ଦିନରେ କଳିଙ୍ଗ ନଗର ଅଞ୍ଚଳରେ 300 ଏକର ଜମିରେ Down Stream Sncillary Sndustry Park କରାଯିବ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା।
ପୁଞ୍ଜି ପ୍ରତ୍ୟାହାର ବାବଦକୁ 12 ହଜାର 100 କୋଟି ଟଙ୍କା ପ୍ରଦାନ କରିଛି ଟାଟା। ଯାହାକି ନୀଳାଚଳ ଇସ୍ପାତ ନିଗମର କର୍ମଚାରୀ ଙ୍କ ବକେୟା ପାଉଣା, ଆନୁଷଙ୍ଗିକ ଖର୍ଚ୍ଚ କୁ ଏହା ଭରଣା କରିଛି। 31 ଜାନୁଆରୀ 2022ରେ tcpl ସର୍ବୋଚ୍ଚ ବିଡିଂ ଅନୁମୋଦନ ପରେ ବିଜେତା କୁ ଗତ ଫେବୃଆରୀ ମାସରେ ସେୟାର କ୍ରୟ ଚୁକ୍ତିନାମାରେ ଲେଟର ଅଫ ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ଆଗାମୀ ଦିନରେ ୩୦୦ ଏକର ଜମିରେ ଯାଜପୁର କଳିଙ୍ଗ ନଗରରେ ଆନ୍ସିଲାରି ଡାଉନ୍ ଷ୍ଟିମ୍ ପାର୍କ କରିବା ଯୋଜନା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା। ଏହି ଅବସରରେ ଆୟୋଜିତ DEPARTMENT ଅଫ ଇନ ଭେଷ୍ଟ ମେଣ୍ଟ ଆଣ୍ଡ ପବ୍ଲିକ ଆସେଟମେଣ୍ଟ ,(dipm)ର ସଚିବ ତୁହିନକାନ୍ତ ପାଣ୍ଡେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏହି ଅବସରରେ TCPL, OMCଓ ଇପିକଲ୍ ର ଅଧିକାରୀ ଉପସ୍ଥିତ ଥିଲେ।