ଅଶ୍ଳୀଳ ନୃତ୍ୟକଲେ ଠେଙ୍ଗା ପାହର

0

ଓଡ଼ିଆ ନ୍ୟୁଜ୍: ଏଣିକି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ବାଜିବ ଠେଙ୍ଗା ପାହର। ଅମାନିଆ ନଙ୍ଗିଳି ନୃତ୍ୟାଙ୍ଗନାଙ୍କୁ ସାବାଡ଼ କରିବା ପାଇଁ ଏପରି ନିସ୍ପତ୍ତି ନିଆଯାଇଛି।। ସରକାରଙ୍କ ଚେତାବନୀ ପରେ ବି ଯାତ୍ରା ସମୟରେ ଆଇଟମ ଡାନ୍ସ ପରିବେଷଣ କରାଯାଉଛି। ତେଣୁ ଏଣିକି ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର। ଏଥିପାଇଁ ଆଗରୁ ୧୦୦ ଠେଙ୍ଗା କିଣା ହୋଇ ଥୁଆ ହୋଇଛି। କିଛି ଏପରି ଏବେ ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଶେଷ କରି ଆଗକୁ ଖଣ୍ଡଗିରି ଯାତ୍ରା ଆସିଥିବାରୁ ଏହାକୁ ନେଇ ଯାତ୍ରା କମିଟି ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆଗରୁ ସତର୍କ କରିଛନ୍ତି। ଯିଏ ଅଶ୍ଲିଳ ନାଚ ନାଚିବ ତା ଉପରେ ଠେଙ୍ଗା ମାଡ ବସିବ।

Leave A Reply

Your email address will not be published.