ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ

0

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l ଉକ୍ତ ସୁସ୍ଥ ଙ୍କୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ଙ୍କ ସଂଖ୍ୟା 38 ରେ ପହଁଞ୍ଚିଛି l ସେହିପରି ବର୍ତ୍ତମାନ ରାଜ୍ୟରେ 89 ଜଣ ସକ୍ରୀୟ ସଂକ୍ରମିତ ଅଛନ୍ତି l ଉକ୍ତ କରୋନା ସଂକ୍ରମିତ ଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲ ରୁ ଡିସଚାର୍ଜ କରାଯାଇଛି l ସୁସ୍ଥ ବ୍ୟକ୍ତି ଜଣଙ୍କ ଭୁବନେଶ୍ବର ରୁ ଚିହ୍ନଟ ହୋଇ ଚିକିସତ୍ିତ ହେଉଥିଲେ l ଉକ୍ତ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ଭୁବନେଶ୍ବର ରେ 26 ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ଵର ରେ 19 ଟି ସକ୍ରିୟ ସଂକ୍ରମିତ ଅଛନ୍ତି l

Leave A Reply

Your email address will not be published.