‘ଅପରେସନ ସିନ୍ଦୂର’ ସାମ୍ନାକୁ ଆସିଲା ୱାର୍‌ ରୁମର ଦୃଶ୍ୟ

0

ଓଡ଼ିଆ ନ୍ୟୁଜ୍: ଅପରେସନ୍‌ ସିନ୍ଦୂର ବେଳର ୱାର୍‌ ରୁମ୍‌ ଦୃଶ୍ୟ ସାମ୍ନାକୁ ଆସିଲା।କିପରି ୩ ବାହିନୀ ମୁଖ୍ୟ ପରିଚାଳନା କରିଥିଲେ ସାମ୍ନାକୁ ଆସିଲା।ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ଆସିଲା ୱାର୍‌ ରୁମ୍‌ ଦୃଶ୍ୟ। ଯେଉଁ ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଭାରତ ସେହି ୨୨ମିନିଟକୁ ଏକାଠି ନୀରିକ୍ଷଣ କରିଥିଲେ ସିଡିଏସଙ୍କ ସହ ୩ ସେନା ମୁଖ୍ୟ ।

ପହଲଗାମ ପ୍ରତିଶୋଧ ନେଇ ମେ ୭-୮ ମଧ୍ୟ ରାତିରେ ଭାରତ କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନର ଆତଙ୍କୀ ଆଡାକୁ ମାଟିରେ ମିଶାଇଥିଲେ ଭାରତୀୟ ସେନା । ତେବେ ୱାର ରୁମରୁ ଟିକିନିକି ନୀରିକ୍ଷଣ କରିଥିଲେ ସେନାଧିକାରୀ । ପହଲଗାମ ଆକ୍ରମଣର ବଦଲା ନେଇ ଅପରେସନ ସିନ୍ଦୂର କରିଥିଲା ଭାରତୀୟ ସେନା । ପାକିସ୍ତାନକୁ କଡା ଜବାବ ଦିଆଯାଇଥିଲା ।

Leave A Reply

Your email address will not be published.