ଏକାଠି ହେଲେ ନିରଞ୍ଜନ ଓ ଶରତ, ପାଳନ କଲେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ…
Read More...

ଦଶହରା ପାଇଁ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି, ବିଭିନ୍ନ ପୂଜା ମଣ୍ଡପରେ ନିୟାଜିତ ହେବେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷର ପାର୍ବଣ ରୁତ୍ତୁ ଆରମ୍ଭ ହୋଇଗଲାଣି।ଜଗତ ଜନନ୍ନୀ ମା"ଦୁର୍ଗା ଧରାବତରଣ କରିସାରିଲେଣି।ତେଣୁ ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ ପାଳନ କରି ମା'ଦୁର୍ଗା ଙ୍କ ଆଶୀର୍ବାଦ ପାଇଁ ସମସ୍ତେ…
Read More...

ଚିଲିକାରେ ଧକ୍କା ହେଲା ଦୁଇଟି ଯାତ୍ରୀବାହୀ ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଚିଲିକାରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ମଧ୍ୟରେ ଆଜି ଧକ୍କା ହୋଇଛି। ତେବେ ଦୁଇଟି ଯାକ ଡଙ୍ଗାରେ ବସିଥିବା ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଡଙ୍ଗା ଚାଳକକୁ…
Read More...

ମଲ୍ଲିକାର୍ଜୁନ ଖର୍ଗେଙ୍କ ଇସ୍ତଫା ପରେ କିଏ ହେବ ରାଜ୍ୟସଭାରେ ବିରୋଧୀ ଦଳ ନେତା?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ସୂତ୍ରରୁ ଏହି ସୂଚନା…
Read More...

ଜାମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ। ପୁଲୱାମାର ପିଙ୍ଗଲାନାରେ ଏହି ଆକ୍ରମଣ…
Read More...

ସ୍ବାଧୀନତାର ୭୫ ବର୍ଷରେ ଗାନ୍ଧୀ ଜୟନ୍ତୀ:ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ…
Read More...

ଗାନ୍ଧୀ ଜୟନ୍ତୀରେ ସଚେତନତା ଯାତ୍ରା, ଲୋଗୋ ଉନ୍ମୋଚନ ଓ ସାଧାରଣ ସଭା ସହିତ ଉଦଘାଟନ ହେଲା “ହର ଦିଲମେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଘୋଷଣା ହୋଇଥିବା " ହର ଦିଲମେ ଗାନ୍ଧୀ" ର ଶୁଭ ଉଦଘାଟନ ସହିତ ଗାନ୍ଧୀ ସଚେତନତା ଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସକାଳ 7 ଟାରେ ଜନତା…
Read More...

ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶନିବାର ରାତିରେ ମୁମ୍ବାଇ ବିମାନ ବନ୍ଦରକୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଇଣ୍ଡିଗୋ ବିମାନରେ ବୋମା ଲଗାଯାଇଥିଲା। ଏହି ଇମେଲ ପହଞ୍ଚିବା ମାତ୍ରେ ବିମାନବନ୍ଦରରେ…
Read More...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା: ଘରୁ ବାହାରି ଆସିଲେ ଲୋକେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରବିବାର ସକାଳେ ଉତ୍ତରାଖଣ୍ଡର ଜିଲ୍ଲା ମୁଖ୍ୟାଳୟରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପରେ କମ୍ପନ ପରେ ଲୋକମାନେ ଘରୁ ବାହାରି ଆସିଥିଲେ। ରବିବାର ଦିନ ସକାଳ ୧୦.୪୩ ରେ ଭୂକମ୍ପର କମ୍ପନ…
Read More...