ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା: ୩ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

ବାରଙ୍ଗ(ଓଡ଼ିଆ ନ୍ୟୁଜ୍‌): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ପୋଲିସର କଡ଼ା କାର‌୍ୟ୍ୟାନୁଷ୍ଠାନ। ଆକ୍ରମଣରେ ସମ୍ପୃକ୍ତ ଥିବା ସଫାରୀ କାଉଣ୍ଟରର ୩ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅପର ଘଟଣାର…
Read More...

ହାର୍ଡକୋର୍ ମାଓବାଦୀ ଅଶୋକ ପୁନେର ଆତ୍ମସମର୍ପଣ

ଫୁଲବାଣୀ(ଓଡ଼ଆ ନ୍ୟୁଜ୍‌): ହାର୍ଡକୋର୍ ମାଓବାଦୀ ଅଶୋକ ପୁନେର ଆତ୍ମସମର୍ପଣ ।ଛତିଶଗଡ଼ରେ ଆତଙ୍କ ଖେଳାଇଥିବା ମାଓବାଦୀ ଅଶୋକ ପୁନେ (୨୯) କନ୍ଧମାଳ ଏସ୍.ପି.ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ…
Read More...

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ: ବିମାନ ଉଡାଣ ବାଧାପ୍ରାପ୍ତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଖରାପ ପାଗ ଲାଗି ରହିଥିବାରୁ ବିମାନ ଉଡାଣରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ପାଗକୁ ଦୃଷ୍ଟିରେ ରଖି ବିଳମ୍ବରେ ବିମାନ ଚଳାଚଳ…
Read More...

ଏଣିକି ଅଲିମ୍ପିକ୍ସ ପ୍ରଶିକ୍ଷଣ ନେବେ ସ୍କୁଲ ପିଲା, ୨୪ରେ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରାଯିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଯେଉଁଥି ପାଇଁ ଏଣିକି ଅଲିମ୍ପିକ୍ସ ପ୍ରଶିକ୍ଷଣ ନେବେ ସ୍କୁଲ ପିଲା । ଚୀନ ଓ ଜାପାନ ପରି ଅଲମ୍ପିକ୍ସ…
Read More...

ରଥ ସମନ୍ବୟ କମିଟି ବୈଠକ ଆଜି, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ପୁରୀ(ଓଡ଼ିଆ ନ୍ୟୁଜ୍‌): କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ରଥ ସମନ୍ବୟ କମିର ଆଜି ବୈଠକ ବସିବ। ରଥଯାତ୍ରା ପାଇଁ ସବୁ ବିଭାଗ ଗୁଡ଼ିକ କିଭଳି ନିଜର ପ୍ରସ୍ତୁତି କରିଛନ୍ତି ତାହାର ହେବ ସମୀକ୍ଷା । ରଥଯାତ୍ରା…
Read More...

ଜିଲ୍ଲା ଜଜ୍ କୋର୍ଟରେ ଆଜି ଜ୍ଞାନବାପୀ ଶୁଣାଣି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମାମଲାର ଶୁଣାଣି ସୋମବାର ଜିଲ୍ଲା ଜଜଙ୍କ କୋର୍ଟରେ ଅନୁଷ୍ଠିତ ହେବ। ଜିଲ୍ଲା ଜଜଙ୍କ କୋର୍ଟରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଠ ସପ୍ତାହ ମଧ୍ୟରେ ଏହି ମାମଲାର…
Read More...

ତାଲିବାନୀ ଶାସନର କଠୋରତା: ବୁର୍ଖା ପିନ୍ଧି ଖବର ପଢିଲେ ଉପସ୍ଥାପିକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୀମା ଟପିଲା ଆଫଗାନର ତାଲିବାନୀ ଶାସନ । ଗୋଟିଏ ପରେ ଗୋଟିଏ କଠୋର କଟକଣା ଲଗାଇ ଚାଲିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ତାଲିବାନ ଶାସକ ନିଜର କଠୋରତା ବୃଦ୍ଧି କରୁଛନ୍ତି । ରବିବାର ତାଲିବାନ ଏହାର…
Read More...

ଖୁବଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବ ଚୀନ୍ !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚୀନ୍ ଖୁବଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବାକୁ ଯାଉଛି କି? ଆମେରିକାର ତାଇୱାନ ଉପରେ ସେ ଏତେ ବିରକ୍ତ ଯେ ସେ ସେଠାରେ ଋଷର ସୌନ୍ୟବାହିନୀକୁ ୟୁକ୍ରେନକୁ ପଠାଇବାକୁ ଚିନ୍ତା କରୁଛନ୍ତି? ଯଦି ଏକ…
Read More...

ଭାରତରେ କୋଭିଡ-୧୯ ର ର BY.4 ଏବଂ BA.5 ଭ୍ୟାରିଏଣ୍ଟ ଥିବା ନେଇ ନିଶ୍ଚିତ କଲା INSACOG; ସୁରକ୍ଷା ପାଇଁ ବୁଷ୍ଟର୍ ଡୋଜ୍…

ରବିବାର INSACOG ଭାରତରେ କରୋନାଭାଇରସ୍ ର BA.4 ଏବଂ BA.5 ଭ୍ୟାରିଏଣ୍ଟ ଚିହ୍ନଟକୁ ନିଶ୍ଚିତ କରିଛି। ତେବେ ଏହାର ପ୍ରଥମ ମାମଲା ତାମିଲନାଡୁରେ ଏବଂ ଦ୍ୱିତୀୟଟି ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଆମେ ଆପଣଙ୍କୁ କହିବୁ ଯେ…
Read More...