ପୁରୀର ବ୍ରହ୍ମଗିରି ଅଞ୍ଚଳରେ ପୁଣି ବୋମାମାଡ଼: ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ହୋଲି ଉତ୍ସବ ସମୟରେ ବିବାଦରୁ ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼ ହୋଇଛି । ଦଣ୍ଡୁସିପଡା ଗାଁରେ ୨୦ ରୁ ଅଧିକ ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ରାଜନୈତିକ ବିବାଦକୁ ନେଇ…
Read More...

ପ୍ରତି ଓଡିଆର ଆତ୍ମତୃପ୍ତି ଭୋଜନ ‘ପଖାଳ’, ଏବେ ଆଉ ଓଡିଶା ନୁହେଁ ସାରା ବିଶ୍ବ ପାଳୁଛି ପଖାଳ ଦିବସ

ଓଡିଆ ନ୍ୟୁଜ୍(ବ୍ୟୁରୋ): ପଖାଳ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ପଖାଳ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ…
Read More...

ହୋଲିରେ ରକ୍ତର ଛିଟା: ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଘଟି ଅନେକ ଆହତ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ରକ୍ତର ଛିଟା । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ ।ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ  ଆହତ ।  ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା …
Read More...

ହୋଲି ହେଲା କାଳ:ରାଜ୍ୟରେ ଗୋଟିଏ ଦିନରେ ଗଲା ୭ ଲୋକଙ୍କ ଜୀବନ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ହୋଲି ହେଲା କାଳ। ଆଜି ରାଜ୍ୟର ବିଭିନ୍ନ ଜାଗାରେ ହୋଲି ଖେଳି ନଦୀରେ ଗାଧୋଇବା ବେଳେ ଚାଲି ଯାଇଛି ୭ ଲୋକଙ୍କ ଜୀବନ।ସୂଚନା ଅନୁସାରେ କଟକ ମହାନଗର ଅଞ୍ଚଳରେ ଗାଧୋଇବା ସମୟରେ ପାଣିରେ ବୁଡ଼ିଯିବାରୁ…
Read More...

ଭଗବନ୍ତ ମାନଙ୍କ କ୍ୟାବିନେଟର ପ୍ରଥମ ବୈଠକରେ ବଡ ନିଷ୍ପତ୍ତି; ବେକାରୀ ସମସ୍ୟା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ପଞ୍ଜାବରେ ଭଗବନ୍ତ ମାନ ସରକାରଙ୍କ ନୂତନ କ୍ୟାବିନେଟ୍ ଗଠନ କାର୍ଯ୍ୟ ଶେଷ ହୋଇଛି। ୧୦ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ପରେ କ୍ୟାବିନେଟର ଏକ ବୈଠକ ହୋଇଥିଲା। କ୍ୟାବିନେଟରେ ଅନେକ…
Read More...

ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ୧୪ ତମ ଭାରତ-ଜାପାନ…

ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ବାଗତ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅଧୀନରେ ଭାରତରେ…
Read More...

ହୋଲିରେ ଅଘଟଣ: ଭଦ୍ରକରେ ଗ୍ୟାସ ଟାଙ୍କି ଫାଟି ୫ ବଖରା ଘର ପୋଡି ପାଉଁଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ହୋଲିରେ ଅଘଟଣ । ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଫଳରେ ୫ ବଖରା ଘର ଜାଳି ପୋଡି ପାଉଁଶ ହୋଇଯାଇଛି । ଏହା ସହିତ ଜଣେ ମହିଳା ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ନରିପୂର ରମେଶ…
Read More...

ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ବିଜେପି; ଜାଣନ୍ତୁ କିଏ କେଉଁଠାରୁ…

ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ମୋରାଡାବାଦ-ବିଜନୋର ସ୍ଥାନୀୟ ପ୍ରାଧିକରଣରୁ ସତ୍ୟ ପାଲ ସାଇନି, ରାମପୁର-ବରେଲି ସ୍ଥାନୀୟ…
Read More...

ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତି; ଗୁଜୁରାଟ ପରେ କର୍ଣ୍ଣାଟକର ସ୍କୁଲ ପାଠ୍ୟକ୍ରମରେ ସାମିଲ…

କର୍ଣ୍ଣାଟକରେ ହିଜାବ ବିବାଦ ଭିତରେ ବର୍ତ୍ତମାନ ସେଠାରେ ସରକାର ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ରାଜ୍ୟ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷା ସିଲାବସରେ ଭଗବଦ୍ ଗୀତାକୁ ଅନ୍ତର୍ଭୁକ୍ତ କରିବାକୁ…
Read More...

ପଞ୍ଜାବ କ୍ୟାବିନେଟ ଶପଥ ସମାରୋହ; କ୍ୟାବିନେଟ୍‌ରେ ମନ୍ତ୍ରୀ ରୂପେ ଶପଥ ନେଲେ ୧୦ଜଣ ‘ଆପ୍‌’ ବିଧାୟକ

ଆଜି ପଞ୍ଜାବରେ ଭଗବନ୍ତ ମାନ ସରକାରରେ ମନ୍ତ୍ରୀମାନେ ଯୋଗଦେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଆଜି ୧୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏକ ନମ୍ବରରେ…
Read More...