କାହିଁକି ପାସ ବ୍ୟବସ୍ଥା ବାତିଲ କଲେ ପୋଲିସ କମିଶନର ?

0

ସ୍ଵତନ୍ତ୍ର ପାସ ବ୍ୟବସ୍ଥା କୁ ବାତିଲ କରିଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ l ପାସ ପାଇଁ ଭିଡ଼ ହେବାରୁ ପାସ ବ୍ୟବସ୍ଥା କୁ ବାତିଲ କରାଗଲା ବୋଲି ସ୍ପଷ୍ଟ କରିଛନ୍ତି l ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ ବୋଲି କହିଛନ୍ତି l ଏହା ସହ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି କାଲି ସୁଦ୍ଧା ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବ l ଲୋକମାନେ ଏହି ପ୍ଲାଟଫର୍ମ ରୁ ସୁବିଧା ପାଇପାରିବେ ବୋଲି କମିଶନର କହିଛନ୍ତି l

Leave A Reply

Your email address will not be published.