ପୀତବାସ ପଣ୍ଡା ହତ୍ୟା ଘଟଣା, ହତ୍ୟା ପାଇଁ ୫୦ଲକ୍ଷର ଡିଲ୍

0

ଓଡ଼ିଆ ନ୍ୟୁଜ୍: ପୀତବାସ ପଣ୍ଡା ହତ୍ୟା ମାମଲା।ବ୍ରହ୍ମପୁର ଏସପିଙ୍କ ସାମ୍ବାଦିକ ସମ୍ମିଳନୀ।ଅକ୍ଟୋବର ୬ରେ ଗୁଳିକରି ହତ୍ୟା କରାଯାଇଥିଲା।ବୈଦ୍ୟନାଥପୁର ପୋଲିସ ମାମଲାର ତଦନ୍ତ କରୁଥିଲା।ସେପ୍ଟମ୍ବର ୧୦ରେ ବିହାରରୁ ଗୋଟିଏ ଟିମ୍ ଆସିଥିଲେ।ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ ଉମା ବିଷୋୟୀ। ବିପିନ ସ୍ୱାଇଁ, ଉମା ବିଷୋୟୀଙ୍କ ସହ ୪ଜଣ ହତ୍ୟା କରିଥିଲେ। ପୁରୀରେ ଭଡ଼ାଘର ନେଇ ମେଡିକାଲ କାମରେ ଆସିଥିବା କହିଥିଲେ।ହତ୍ୟା ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ।ପୀତବାସଙ୍କୁ ନମସ୍କାର କରି ଗୁଳି ମାରିଥିଲେ। ନୂଆ ସାର୍ଟପ୍ୟାଣ୍ଟ ପିନ୍ଧି ହତ୍ୟା କରିଥିଲେ ହତ୍ୟାକାରୀ।

ସାର୍ପ ସୁଟର ୧୦ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା।‘ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ’।‘କୁରୁପତି ଭୂୟାଁ ଗୁଳି ଚଳାଇଥିଲେ’।ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ।ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ।ମଳୟ, ମଦନ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା। ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି।ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି।

Leave A Reply

Your email address will not be published.