ରୌପ୍ୟ ଜିତିଲେ ସୁନା ଝିଅ ସୋଲାଙ୍କୀ

0

୨୭.୦୨.୨୦(ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଦିନେ ଭାରତୀୟ ସେନାରେ ଯୋଗ ଦେବାର ସ୍ବପ୍ନ ଦେଖିଥିଲେ ପ୍ରାଥନା ସୋଲାଙ୍କୀ l କିନ୍ତୁ ପରିବାର ଉତତ୍ସ।ହିତ ନଥିବାରୁ ସେ ତୀରନ୍ଦାଜ ଉପରେ ମାନେନିବେଶ କରିଥିଲେ lଚଳିତ ବର୍ଷ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ ରୌପ୍ୟ ଜିତିଛନ୍ତି I ମହର୍ଷି ଦୟାନିଧି ବିଶ୍ୱବିଦ୍ୟାଳୟର ପ୍ରିୟଙ୍କା ଠାକରନଙ୍କ ସହ କଡା ସଂଘର୍ଷ କରିଥିଲେ ହେଲେ ଟାଇ ବ୍ରେକରରେ ଭାଗ୍ୟ ସାଥ ଦେଇନଥିବାରୁ ସେ ପରାଜିତ ହୋଇଥିଲେ I

ଭୁବନେଶ୍ୱରରେ ଆୟୋଜିତ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସ୍ଵର୍ଣ ଜିତିଲି ।ଫଳରେ ଚଳିତ ଖେଳ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେବାର ସୁଯୋଗ ପାଇଥିଲି । ଏବେ ଚଳିତ ବର୍ଷ ହେବେକୁ ଥିବା ଜାତୀୟ ପ୍ରତିଯୋଗିତାରେ ପଦାକ ଜିତିବା ଲକ୍ଷ୍ୟ ରଖିଛି ∣ ଏହା ପରେ ଅଲମ୍ପିକ୍ସ ବୋଲି କହିଛନ୍ତି କୃଷକଙ୍କ ଝିଅ ପ୍ରାଥନା ସୋଲାଙ୍କୀ l

Leave A Reply

Your email address will not be published.