ଅବସର ପ୍ରାପ୍ତ ବାୟୁ ସେନା ଅଧିକାରୀଙ୍କ ସାମ୍ବାଦିକ ସମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡ଼ସାହି ବିଧାନସଭା କ୍ଷେତ୍ର ଅନ୍ତର୍ଭୁକ୍ତ ମାଣତ୍ରୀ ଗ୍ରାମର ଜଣେ ଆଦର୍ଶ ନାଗରିକ ଭାବରେ ଅବସ୍ଥାପିତ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ | ଯାହା ୩୫୮ଟିଗ୍ରାମ ପଞ୍ଚାୟତ ର ସମସ୍ତ ମତଦାତା ଙ୍କୁ ନେଇ ଗଠିତ କ୍ଷଣିକ ପାଇଁ ଜାତି ଧର୍ମ ଓ ଲିଙ୍ଗ ଭିତିକ ଭାବନା ରୁ ଦୁରେଇ ଯାଇ ସମୟ ଉପଯୋଗୀ ସାମାଜିକ ବ୍ୟବସ୍ଥା ର ଆବଶ୍ୟକତା କୁ ଅଗ୍ରାଧିକାର ଦେବାକୁ ସଂକଳ୍ପ ବୋଧ କରି ଏକ ପୂର୍ବତନ ବାୟୁ ସେନା ଅଧିକାରୀ ସୃଷ୍ଟି ଧର ଦତ୍ତ ଲୋକ କଲ୍ୟାଣ ନିମିତ୍ତ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି |

ସାମ୍ପ୍ରତିକ ପରିସ୍ଥିତି କୁ ନେଇ, ପୈତୃକ ସମ୍ପତି ର ସତ୍ୱାଦ୍ଧିକାର ପାଇଁ ଜମି ପଟ୍ଟା ର ସଂଶୋଧନ ପ୍ରତି ୩୦ବର୍ଷ ରେ ଥରେ କରାଇ ବାକୁ ସଂକଳ୍ପ, ସୁନାଗରିକ ନିର୍ମାଣ ପାଇଁ ଅନୁଶାସନ ଯୁକ୍ତ ବିନା ଖର୍ଚ୍ଚରେ ସରକାରୀ ଖର୍ଚ୍ଚରେ ଶିକ୍ଷା ର ଉତ୍ତମ ବ୍ୟବସ୍ଥା କରାଇ ବାକୁ ସଂକଳ୍ପ, ବୃଦ୍ଧ ଓ ଦରିଦ୍ର ଦୁସ୍ଥ ବ୍ୟକ୍ତିଙ୍କ ଯାତାୟତ ନିମିତ୍ତ ବସ୍ ମାନଙ୍କରେ ସ୍ଥାନ ସଂରୋକ୍ଷଣ ର ସୁବ୍ୟବସ୍ଥା କରାଇବାକୁ ଅନୁରୋଧ ର ସଂକଳ୍ପସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଗଙ୍ଗାହାର, ସୋନୋ, ନଦୀ ପ୍ରତ୍ୟେକ ସରକାରୀ ସେତୁ ମୂଳରେ ଆନିକଟ ନିର୍ମାଣ କୋରାବାରେ ସଂକଳ୍ପ ବାଲେଶ୍ୱର ଲୋକସଭା ର ୩୫୮ଟି ପଞ୍ଚାୟତ ର ପରିସୀମା କୁ ରେଳପଥ ଦ୍ୱାରା ବଳୟ ସୃଷ୍ଟି କରାଇ ବାର ସଂକଳ୍ପ କଥା କହିଚ୍ଛନ୍ତି |

ଉପକୁଳ ଉତ୍ତର ଓଡିଶା ବାସୀଙ୍କୁ ବୀମାନ ସେବା ର ସୁବ୍ୟବସ୍ଥା କରାଇବାକୁ ଶ୍ରେଷ୍ଠ ସଂକଳ୍ପ ଏହି ସବୁ ସଂକଳ୍ପ କୁ ସାକାର କରିବା ନିମନ୍ତେ ଲକ୍ଷ ରଖି ଥିବା ପ୍ରାର୍ଥୀଙ୍କ ସାପକ୍ଷରେ ମତଦାନ କରନ୍ତୁ ଯଦି ଉପରୋକ୍ତ ସଂକଳ୍ପ ନେଇ ଉପଯୁକ୍ତ ପ୍ରାର୍ଥୀ ମାନଙ୍କୁ ଦେଖିବାକୁ ମିଳୁ ନାହିଁ ତାହେଲେ ନୋଟା, ବିକଳ୍ପ ଚିହ୍ନରେ ନିଜର ମତ କୁ ଦାନ କରି ସ୍ୱାଭିମାନ ର ପରାକାଷ୍ଠା କୁ ପ୍ରତିପାଳନ କରି ଇତିହାସ ସୃଷ୍ଟି କରନ୍ତୁ |

Leave A Reply

Your email address will not be published.