ପବଜି କରିଦେଲା ପାଗଳ

0

୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ବିହାରର ବସ୍ତର ଜିଲ୍ଲାରେ ଗୋଟିଏ ପରିବାର ପୁଅର ହାତ ଗୋଡ ବାନ୍ଧି ହସ୍ପିଟାଲକୁ ଆଣିଥିଲେ Iସେହି ଯୁବକ ଜଣକ ପବଜି ଖେଳରେ ଏତେ ମଜ୍ଜି ଯାଇଥିଲେ ଯେ କେହି କିଛି କରିବାକୁ କହିଲେ ସମସ୍ତଙ୍କୁ ମାରିବାକୁ ଗୋଡାଉଥିଲା ।ଯୁବକର ଏଭଳି ବ୍ୟବହାରରେ ବିରକ୍ତ ହୋଇ ପରିବାର ଲୋକ ତା’ର ହାତଗୋଡ ବାନ୍ଧି ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ଡାକ୍ତର କହିଛନ୍ତି ଅତ୍ୟଧିକ ପବଜି ଖେଳିବା ଦ୍ୱାରା ଏପରି ହୋଇଛି । ଚିକିତ୍ସା ଚାଲିଛି ଖୁବଶୀଘ୍ର ସେ ପୂର୍ବବସ୍ଥାକୁ ଫେରିଆସିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.