ପୁଣି RI ପରୀକ୍ଷାରେ ବିଭ୍ରାଟ

0

ଓଡ଼ିଆ ନ୍ୟୁଜ୍: ପୁଣି ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ପରୀକ୍ଷାର୍ଥୀ ଅସନ୍ତୋଷ।ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ।ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଗଲେ।ରାଜ୍ୟର ପ୍ରାୟ ସବୁ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ସମସ୍ୟା।

ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରୀଛାତ୍ର। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଗଲେ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ ହୋଇଛି। ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ଦେଖାଯାଇଛି। ନୟାପଲ୍ଲୀ, ମଞ୍ଚେଶ୍ୱର,ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ସମସ୍ୟା ରହିଛି।

Leave A Reply

Your email address will not be published.