ଓଡ଼ିଆ ନ୍ୟୁଜ୍: ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ।ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଶ୍ରୀମୟୀଙ୍କ ଆକ୍ଷେପ।ବିଜେଡି ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ ମିଶ୍ର।
କିଏ କାହା ଟିମ୍ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା: ଶ୍ରୀମୟୀ। ବିଜେଡି ମୁଖିଆ କାହାକୁ ଗୁରୁତ୍ଵ ଦେଉନଥିବା ଶ୍ରୀମୟୀଙ୍କ ବ୍ୟଙ୍ଗ କବିତା। ‘କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ’। ବଣ ଭୋଜି ଖାଇ କିଛି ଆଶ୍ବସ୍ତ, ଅଧିକାର ସାବ୍ୟସ୍ତ ପାଇଁ ଟଣାଓଟରା’।କାହା ଟିମ୍ରେ କିଏ ଦେବ ଧରା, କିଏ ଅନୁଗତ ହେବାର ନାଟକ କଲା’।ବିଜେଡିର ଉତ୍ତରାଧିକାରୀ ନେଇ ମୁଖିଆ ଦେଲେନି ସବୁଜ ସଙ୍କେତ: ଶ୍ରୀମୟୀ