୪ ସୁପାରୀ କିଲର୍ ଗିରଫ

0

ଓଡ଼ିଆ ନ୍ୟୁଜ୍: କଟକ ସିଡିଏ ଅଂଚଳରୁ ୪ ସୁପାରୀ କିଲର୍ ଗିରଫ।ସେକ୍ଟର-୬ର ଜଣେ ବ୍ୟବସାୟୀଙ୍କୁ ହତ୍ୟା ପାଇଁ କରୁଥିଲେ ଷଡ଼ଯନ୍ତ୍ର।ମର୍କତ ନଗର ପୋଲିସ୍‌ ଦ୍ୱାରା ବାଇକ୍, କାର୍ ଓ ମାରଣାସ୍ତ୍ର ଜବତ।ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଦେଢ଼ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍।ମରଣାନ୍ତକ ଆକ୍ରମଣ ଓ ସୁପାରୀ ପଛରେ ବ୍ୟବସାୟିକ ଶତ୍ରୁତା.।

ପାଖାପାଖି ମୁହଁ ମିଶୁ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ସୁପାରୀ କିଲର୍ । ସୁପାରୀ ପଛରେ ବ୍ୟବସାୟିକ ଶତ୍ରୁତା । ଚନ୍ଦନ ଭୋଳ ମୁଖ୍ୟ ଅଭିଯୁକ୍ତ । ଦେଢ଼ ଲକ୍ଷ ଟଙ୍କାର ସୁପାରୀ ଦେଇ ଥିଲେ ଚନ୍ଦନ। ଅଭିଯୁକ୍ତର ବାଦାମବାଡ଼ିରେ ବହି ଦୋକାନ ରହିଛି। ସିଡିଏ ଅଞ୍ଚଳରେ ବହି ବ୍ୟବସାୟ କରୁ ଥିବା ଅନ୍ୟ ଜଣେ ବହି ବ୍ୟବସାୟୀଙ୍କୁ ହତ୍ୟା ପାଇଁ ଦେଇ ଥିଲେ ସୁପାରୀ। ଏକ ଭୁଜାଲି, ଏକ ବାଇକ୍, ଏକ କାର ଜବତ୍ କଲା କମିଶନରେଟ୍ ପୋଲିସ।

Leave A Reply

Your email address will not be published.