ଭୁବନେଶ୍ୱର ରଘୁନାଥପୁର ନିକଟରେ ‘ମୋ ବସ୍’ ଧକ୍କାରେ ବୃଦ୍ଧ ଗୁରୁତର
ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରଘୁନାଥପୁର ନିକଟରେ ବୃଦ୍ଧଙ୍କୁ ଧକ୍କା ଦେଲା ‘ମୋ ବସ୍’। ଦୁର୍ଘଟଣାରେ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୃଦ୍ଧଙ୍କ ପରିଚୟ ମିଳି…
Read More...
Read More...