ବାସୁଦେବପୁର ଧାମରା ରାସ୍ତାରେ ଟ୍ରକ ପଛରେ ଧକ୍କା ଦେଲା ଟ୍ରକ,ଜଣେ ମୃତ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଛକ ନିକଟରେ ଟ୍ରକ ପଛ ପଟକୁ ଆଉ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ…
Read More...
Read More...