Browsing Tag

baleswar

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଅଭିଯୁକ୍ତ HOD ଗିରଫ

ଓଡ଼ିଆ ନ୍ୟୁଜ୍: ସାମ୍ନାକୁ ଆସିଲେ ଅଧ୍ୟାପକ। ଟାଣିଟାଣି ନେଲା ପୋଲିସ। ବାଲେଶ୍ବର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ ରହିଛନ୍ତି। ଶିକ୍ଷା ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ ହୋଇଛନ୍ତି। ସହଦେବଖୁଣ୍ଟା…
Read More...

ଛାତ୍ରୀ ଆତ୍ମାହୂତି ଘଟଣା: FM କଲେଜ ପ୍ରିନ୍ସିପାଲ-ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ

ଓଡ଼ିଆ ନ୍ୟୁଜ୍: FM କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପ୍ରିନ୍ସିପାଲ ଓ ଶିକ୍ଷା ବିଭାଗ ଏଚ୍‌ଓଡି ଙ୍କୁ ନିଲମ୍ବନ କରାଯାଇଛି। ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ, ଏଚ୍‌ଓଡି ସମୀର ସାହୁଙ୍କୁ ଛାତ୍ରୀ ଆତ୍ମାହୂତୀ ଉଦ୍ୟମ…
Read More...

ବଜ୍ରାଘାତ ନେଲା ୩ ଜୀବନ !

ଓଡ଼ିଆ ନ୍ୟୁଜ୍: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ବରହମପୁର ଥାନା ରାଇପାଳ ଅଞ୍ଚଳରେ ଏକ ଅଘଟଣ ଘଟିଛି। କେନାଲ କାମ ଚାଲିଥିବା ବେଳେ ଶନିବାର ବଜ୍ରପାତ ଘଟି ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା…
Read More...

ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗ, ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ

ଓଡ଼ିଆ ନ୍ୟୁଜ୍: ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ…
Read More...

କମୁଛି ପାଣି ବଢୁଛି ସମସ୍ୟା

ଓଡ଼ିଆ ନ୍ୟୁଜ୍:  ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ଉତ୍ତର ବାଲେଶ୍ଵରର ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢାଇଥିବା ବେଳେ ଲୋକେ ତିନିଦିନ ହେବ ବନ୍ୟାପାଣି ଘେରରେ ଜୀବନ ବିତାଉଛନ୍ତି। ତେବେ ଏହି ବନ୍ୟାପାଣି କାହାପାଇଁ…
Read More...

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, 30 ଗାଁ ଜଳବନ୍ଦୀ

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୩୯ ମିଟର୍ ପ୍ରବାହିତ ହେଉଛି । ଫଳରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଘରୁ ବାହାରିବା…
Read More...

ବାଲେଶ୍ୱରରେ କମୁଛି ବନ୍ୟା ଜଳ କିନ୍ତୁ ବଢୁଛି ଲୋକଙ୍କ ଦୁର୍ଦଶା

ଓଡ଼ିଆ ନ୍ୟୁଜ୍: ଉତ୍ତର ଓଡିଶାରେ ବନ୍ୟା ସ୍ଥିତି କମୁଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମୁନି । ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର ବଢ଼ିଥିଲା । ଏବେ ତାହା ଆସ୍ତେ ଆସ୍ତେ ଖସୁଛି । ବନ୍ୟା ସ୍ଥିତି…
Read More...

ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି: ସୁରେଶ ପୂଜାରୀ

ଓଡ଼ିଆ ନ୍ୟୁଜ୍: ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଛନ୍ତି ମୟୂରଭଞ୍ଜ, ବାଲେଶ୍ଵର ଓ କେନ୍ଦୁଝର ଅଞ୍ଚଳରେ ଓଡ୍ରାଫ ମୁତୟନ ଅଛନ୍ତି । ଓଡ୍ରାଫ ଆହୁରି ମଧ୍ୟ…
Read More...

ବନ୍ୟା ପାଇଁ ବାଲେଶ୍ୱର, ମୟୁରଭଞ୍ଜକୁ ରେଡ ଆଲର୍ଟ

ଓଡ଼ିଆ ନ୍ୟୁଜ୍: ଉତ୍ତର ଓଡ଼ିଶାରେ ବନ୍ୟା ଭୟ । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ବନ୍ୟା ଆଶଙ୍କା । ଫୁଲୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ଆଶଙ୍କା ।…
Read More...

କମୁଛି ସୁବର୍ଣ୍ଣରେଖା ଜଳସ୍ତର

ଓଡ଼ିଆ ନ୍ୟୁଜ୍: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । କିନ୍ତୁ ବଢ଼ିବାରେ ଲାଗିଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ପାଣିରେ ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି । ଗାଁ ଦଣ୍ଡାରେ ବନ୍ୟା ପାଣି ଚାଲିବା ଫଳରେ ଲୋକେ ଘରୁ…
Read More...