Browsing Tag

#death

ହରିୟାଣାରେ ଚଞ୍ଚଲ୍ୟ, କାରରୁ ମିଳିଲା ୭ ଜଣଙ୍କ ମୃତଦେହ

ଓଡ଼ିଆ ନ୍ୟୁଜ୍: ହରିୟାଣାର ପଞ୍ଚକୁଲାରେ ଚାଞ୍ଚଲ୍ୟ । କାରରୁ ମିଳିଲା ୭ ଜଣଙ୍କ ମୃତଦେହ । ମୃତକମାନେ ସମସ୍ତେ ଗୋଟିଏ ପରିବାରର । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସମସ୍ତ ବାବା ବାଗେଶ୍ୱର ଧାମରୁ ପ୍ରବଚନ ଶୁଣି ଫେରୁଥିଲେ ।…
Read More...

ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ

ଓଡ଼ିଆ ନ୍ୟୁଜ୍: ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ସେଠାରେ ନାବାଳକ…
Read More...

ରେଙ୍ଗାଳି ଡ୍ୟାମ୍‌ରେ ଅଘଟଣ, ଡଙ୍ଗା ବୁଡି ୨ ଛୁଆ ମୃତ

ଓଡ଼ିଆ ନ୍ୟୁଜ୍:ଦେବଗଡ଼ ରେଙ୍ଗାଳି ଡ୍ୟାମ୍‌ରେ ଅଘଟଣ । ଡଙ୍ଗା ବୁଡ଼ି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ…
Read More...

ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜ୍ ମୃତ

ଓଡ଼ିଆ ନ୍ୟୁଜ୍:ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ବିରୋଧରେ ଚଳାଯାଇଥିବା ଅପରେସନରେ ସୁରକ୍ଷା ବଳଙ୍କୁ ବଡ଼ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ…
Read More...

ପାରିପାରିକ କଳହର କରୁଣା ପରିସ୍ଥିତି, ଭଉଣୀକୁ ମାରିଦେଲେ ଭାଇ- ଭଉଣୀ

ଓଡ଼ିଆ ନ୍ୟୁଜ୍: ପାରିପାରିକ କଳ କରୁଣ ପରିସ୍ଥିତି।ଭାଇ-ଭଉଣୀଙ୍କ କଳି ରକ୍ତପାତ ସୃଷ୍ଟି କରିଛି। ଭାଇର ସୁରକ୍ଷା ପାଇଁ ଯେଉଁ ଭଉଣୀ ପ୍ରତିବର୍ଷ ରାଖୀ ବାନ୍ଧୁଥିଲା, ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ବଡ଼ଭଉଣୀ-ସାନଭାଇ…
Read More...

ହାଇଦ୍ରାବାଦରେ ଭୟଙ୍କର ଘଟଣା, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍:ହାଇଦ୍ରାବାଦର ଚାରମିନାର ନିକଟସ୍ଥ ଗୁଲଜାର ହାଉସରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ…
Read More...

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୭ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୭ ଜଣଙ୍କ ମୃତ୍ୟୁ । କେଣ୍ଟୁକି ଓ ମିସୌରୀ ଅଧିକ ପ୍ରଭାବିତ, ୧୨ରୁ ଅଧିକ ଆହତ । ଏହି ଘୂର୍ଣ୍ଣିଝଡ଼ରେ ୫ ହଜାର କୋଠା କ୍ଷତିଗ୍ରସ୍ତ ହେବା ସହ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ…
Read More...

ରାଜ୍ୟରେ କାଳବୈଶାଖୀ ବର୍ଷା ହେଲା ୬ଜୀବନ

ଓଡ଼ିଆ ନ୍ୟୁଜ୍: କାଳ ସାଜିଲା କାଳବୈଶାଖୀ। ଆଜି କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲାରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଜିଲାରେ…
Read More...

ପୁରୀରେ ଅଘଟଣ, ନରେନ୍ଦ୍ର ପୁଷ୍କରିଣୀରେ ବୁଡିଗଲେ ଯୁବକ

ଓଡ଼ିଆ ନ୍ୟୁଜ୍: ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ପୋଖରୀ ‘ନରେନ୍ଦ୍ର ପୁଷ୍କରିଣୀ’ରେ ବୁଧବାର ଅପରାହ୍‌ଣରେ ପୁଣି ଥରେ ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ…
Read More...

ବଜ୍ରାଘାତରେ ଚାଲିଗଲା ୨ ନିରୀହ ଜୀବନ

ଓଡ଼ିଆ ନ୍ୟୁଜ୍: ଦିଗପହଣ୍ଡିରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଜ୍ରାଘାତରେ 2 ନିରୀହ ଜୀବନ ଯାଇଥିବା ଜଣାପଡ଼ିଛି ।ଖବର ଅନୁସାରେ, ବଜ୍ରାଘାତରେ ଅଜା, ନାତୀଙ୍କର ମୃତ୍ୟୁ ହୋଇଛି । ଜରଡା ଥାନା ନାରାୟରଣପୁର ଗ୍ରାମରୁ ଏହି…
Read More...