Browsing Tag

Heat weav

କଲବଲ କରିବ ତାତି

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ…
Read More...

ରାଜ୍ୟରେ ୪୦ ଡିଗ୍ରୀ ଛୁଇଁପରେ ତାପମାତ୍ରା

ଓଡ଼ିଆ ନ୍ୟୁଜ୍: ଆଉ ୨୪ ଘଣ୍ଟା ପାଇଁ ରହିବ କାଳବୈଶାଖୀ ପ୍ରଭାବ। ଦିନକ ପରେ ମାଡ଼ି ଆସିବ ତାତି। ବଢ଼ିବ ଦିନ ତାପମାତ୍ରା। ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା। ଏନେଇ ଆଲର୍ଟ କରିସାରିଛି ପାଣିପାଗ ବିଭାଗ। ୧୧ରୁ…
Read More...

ଉପର ମୁଁହା ଏପ୍ରିଲ ମାସର ପାର

ଓଡ଼ିଆ ନ୍ୟୁଜ୍: ଉପର ମୁଁହା ଏପ୍ରିଲ ମାସର ପାର। ଝାରସୁଗୁଡାରେ ତାପମାତ୍ରା ୪୧ ଡିଗ୍ରୀ ପାର। ଖରା ଓ ଗୁଳୁଗୁଳି ପାଇଁ ଘରୁ ବାହାରିବା ମୁସ୍କିଲ। ଡହଡହ ଖରାକୁ ଝାଞ୍ଜି ମାଡ଼ । ଝାଇଁ ଝାଇଁ କରିଦେଲା ଦେହ, ମୁଣ୍ଡ । ଖରାରେ…
Read More...

ଏପ୍ରିଲରୁ ଡରାଇଲାଣି ତାତି

ଓଡ଼ିଆ ନ୍ୟୁଜ୍: ଏପ୍ରିଲରୁ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି। ଆଗକୁ ଆହୁରି ହେବ। ଏନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ଦିନ ପାଇଁ ୪ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।…
Read More...

୨ରୁ ୪ ଡିଗ୍ରୀ ବଢିବ ପାରଦ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଢୁଛି ତାପମାତ୍ରା।ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା…
Read More...

ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା

ଓଡ଼ିଆ ନ୍ୟୁଜ୍: ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ଶ୍ରମିକଙ୍କ ପାଇଁ କଟକଣା। ଏପ୍ରିଲ ୧ରୁ ଜୁନ୍‌ ୧୫ ମଧ୍ୟରେ ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା। ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ…
Read More...

ମଙ୍ଗଳବାରଠାରୁ ବଢିବ ତାତି

ଓଡ଼ିଆ ନ୍ୟୁଜ୍: ମଙ୍ଗଳବାରଠାରୁ ରାଜ୍ୟରେ ତାତି ବଢ଼ିପାରେ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି । ତେବେ ରବିବାର ଓ ସୋମବାର ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ…
Read More...

୪୦ ଛୁଇଁଲା ୩ ସହର

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ୪୦ ଛୁଇଁଲା ୩ ସହରର ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ।୪୦.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର।ସମ୍ବଲପୁର ଓ ଟିଟିଲାଗଡ଼ରେ ତାପାମାତ୍ରା ୪୦ ଡିଗ୍ରୀ। ଭୁବନେଶ୍ବରରେ…
Read More...

ତିନିଦିନ ଜାଳିବ

ଓଡ଼ିଆ ନ୍ୟୁଜ୍: ତିନି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଟପିଛି । ଆଗକୁ ତିନି ଦିନ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ…
Read More...

ରାଜ୍ୟରେ ଅସହ୍ୟ ହେବ ଗରମ, ଆଗାମୀ ୨ ଦିନ ୩ ଡିଗ୍ରୀ ବଢ଼ିବ ତାତି

ଓଡ଼ିଆ ନ୍ୟୁଜ୍: ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।ପରବର୍ତ୍ତୀ ୩ ଦିନରେ ମଧ୍ୟ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବନି।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା…
Read More...