#Odianews ୪୦ ଡିଗ୍ରୀ ଉପରେ ୧୧ ସହର Odia News May 17, 2026 0 ଓଡ଼ିଆ ନ୍ୟୁଜ୍: ଆଜି ରାଜ୍ୟର ୧୧ ସହର ୪୦ ଡିଗ୍ରୀ ଉପରେ।୪୨.୯ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର। ଅନୁଗୁଳ ଓ ସୋନପୁର ତାପମାତ୍ରା ୪୨.୧ ଡିଗ୍ରୀ। ଝାରସୁଗୁଡ଼ା ୪୧.୪, ତାଳଚେର ଓ ସମ୍ବଲପୁର ୪୧ ଡିଗ୍ରୀ। ହୀରାକୁଦ… Read More...
#Odianews ତାତିରୁ ମିଳିବ ଆଶ୍ବସ୍ତି, ପଶ୍ଚିମ ଓଡିଶାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ ପାରଦ Odia News Apr 30, 2026 0 ଓଡ଼ିଆ ନ୍ୟୁଜ୍: ତାତିରୁ ମିଳିବ ତ୍ରାହି। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ… Read More...
#Odianews ଆଜିଠୁ ଖରା ଛୁଟି ଆରମ୍ଭ Odia News Apr 27, 2026 0 ଓଡ଼ିଆ ନ୍ୟୁଜ୍: ଆଜିଠୁ ରାଜ୍ୟରେ ଗ୍ରୀଷ୍ମ କାଳୀନ ଛୁଟି ଆରମ୍ଭ।ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଘୋଷଣା କଲା ଗଣଶିକ୍ଷା ବିଭାଗ। ଚଳିତ ବର୍ଷ ବର୍ଷ ୯ ଦିନ ପୂର୍ବରୁ ସ୍କୁଲ… Read More...
#Odianews ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ Odia News Apr 26, 2026 0 ଓଡ଼ିଆ ନ୍ୟୁଜ୍: ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି କାଳବୈଶାଖୀ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଆଜି ୮ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ମଧ୍ୟ… Read More...
#Odianews ତତଲା କଡେଇରେ ସିଝୁଛି ଓଡ଼ିଶା Odia News Apr 25, 2026 0 ଓଡ଼ିଆ ନ୍ୟୁଜ୍: ଖରାରେ ସିଝୁଛି ସାରା ଓଡ଼ିଶା। ଆଗାମୀ ଦୁଇ ଦିନ ତାତିରୁ ମିଳିବନି ନିସ୍ତାର। ଛଟପଟ କରିଦେଉଛି ଏ ଗ୍ରୀଷ୍ମ ଜ୍ୱାଳା । ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ଗୋଡ଼ାଉଛି ତାତି ଆତଙ୍କ । ଉତ୍ତର ଓ ପଶ୍ଚିମ ଭାରତ… Read More...
#Odianews ଜଳୁଛି ଝାରସୁଗୁଡ଼ା Odia News Apr 24, 2026 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିଛି ତାତି । ଆଜି ବି ୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା । ୪୪.୬ ସହ ସବୁଠୁ ଉତ୍ତପ୍ତ ସହର ପାଲିଟିଛି ଝାରସୁଗୁଡ଼ା । ସେହିପରି ୪୨.୮ ସହ ସମ୍ୱଲପୁର ପାଲଟିଛି ଦ୍ୱିତୀୟ ଉତ୍ତପ୍ତ ସହର ।… Read More...
#Odianews ଖୋର୍ଦ୍ଧାରେ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍ Odia News Apr 23, 2026 0 ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍।ସମସ୍ତ ସରକାରୀ/ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ।ହିଟ୍ ୱେଭ୍କୁ ଦେଖି ସ୍କୁଲ୍ ସମୟ ବଦଳାଇଲେ… Read More...
#Odianews ଆଗୁଆ ହୋଇପାରେ ଖରା ଛୁଟି Odia News Apr 23, 2026 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଳା । ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ଡହ ଡହ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ତେବେ ଏଭଳି ବଢ଼ୁଥିବା ତାତିକୁ… Read More...
#Odianews ଆଜି ସ୍କୁଲ୍ ଛୁଟି ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ Odia News Apr 23, 2026 0 ଓଡ଼ିଆ ନ୍ୟୁଜ୍: ଆଜି ସ୍କୁଲ୍ ଛୁଟି ନେଇ ନିଷ୍ପତ୍ତି ନିଆଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ।‘ଏସ୍ଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ’। ‘ତାପମାତ୍ରା ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ୍… Read More...
#Odianews ତତଲା କଡେଇରେ ସିଝୁଛି ଓଡିଶା Odia News Apr 22, 2026 0 ଓଡ଼ିଆ ନ୍ୟୁଜ୍: ପ୍ରବଳ ଖରାରେ ଜଳୁଛି ଓଡ଼ିଶା। ଆଜି ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୪୧.୪ ଡିଗ୍ରୀ। ସମ୍ବଲପୁରରେ ୩୮.୬ ଡିଗ୍ରୀ, ହୀରାକୁଦ ୩୮.୪ ଡିଗ୍ରୀ। କେନ୍ଦୁଝରରେ୩୮.୪ ଡିଗ୍ରୀ, ରାଉରକେଲା ୩୭.୬ ଡିଗ୍ରୀ।… Read More...