Browsing Tag

jajpur

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା

ଓଡ଼ିଆ ନ୍ୟୁଜ୍: ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା। ଧର୍ମଶାଳା ଘରେ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ଆକ୍ରମଣ ଅଭିଯୋଗ।ଆକ୍ରମଣରେ ୪ ଗୁରୁତର କଟକ ସ୍ଥାନାନ୍ତର, ୧୫ ଧର୍ମଶାଳାରେ…
Read More...

ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବନି କୋରେଇ: ଆକାଶ ଦାସନାୟକ

ଓଡ଼ିଆ ନ୍ୟୁଜ୍: ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ବିଧାୟକ ଆକାଶଦାସଙ୍କ କାଉଣ୍ଟର।ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ କାଉଣ୍ଟର କଲେ।କ୍ଷମତାର ଶୀର୍ଷରେ ଥିଲା ବେଳେ କୋରେଇ ମାଆ କଥା ମନେ…
Read More...

ବାଣ ବିସ୍ଫୋରଣରେ ୨ ମୃତ

ଯାଜପୁର ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦୁଇଟି ବାଇକ୍ ଭାଙ୍ଗି ରୁଜି…
Read More...

OTP ସେୟାର ମାମଲାରେ ଯାଜପୁରରୁ ଆଉ ଜଣେ ଗିରଫ

ଓଡ଼ିଆ ନ୍ୟୁଜ (ବ୍ୟୁରୋ); ଏସଟିଏଫ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ମାମଲାରେ ପୂର୍ବରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପ୍ରୀତମ କର (31 ବର୍ଷ): ଭୁରୁଙ୍ଗା PS: ବରୀ ରାମଚନ୍ଦ୍ରପୁର ଡି। 10.06.2023…
Read More...

BSKY ଟିମ୍ ପ୍ରଚେଷ୍ଟାରେ ଯାଜପୁରର ଘାସିରାମକୁ ମିଳିଲା ଉପଯୁକ୍ତ ଚିକିତ୍ସା, ଚିକିତ୍ସା ନକରାଇ ଘରକୁ ପଳାଇଥିଲେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ଙ୍କ ପ୍ରଚେଷ୍ଟାରେ ନାବାଳକ ଘାସିରାମ ମୁଣ୍ଡାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ଘଟଣାର ବିବରଣୀରୁ ଜଣାପଡିଛି ଯେ, ରାମ ମୁଣ୍ଡାଙ୍କ ପୁଅ ଘାସିରାମ ମୁଣ୍ଡା,…
Read More...

ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ମାର ତଣ୍ଟିକାଟି ହତ୍ୟା କଲା ପୁଅ

ଓଡ଼ିଆ ନ୍ୟୁଜ(ବ୍ୟୁରୋ); ଯାଜପୁର ଜିଲ୍ଲା ବିଞ୍ଝାରପୁର ବିନ୍ଧାଣୀ ସାହିରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ମାର ତଣ୍ଟିକାଟି ହତ୍ୟା କରିଛି ପୁଅ । ମୃତକ ହେଉଛନ୍ତି ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା । ପୁଅ ଗୋପାଳ ଓଝା…
Read More...

 ଯାଜପୁରର ସ୍କୁଲ ହତା ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କଲା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରେମ ପାଇଁ ପ୍ରେମିକ କଥାରେ ପଡି ଘରୁ ଗୋଡ଼ ବାହାର କରିଥିଲେ ଛାତ୍ରୀ। ପରିବାରର ବିରୋଧ ଯୋଗୁଁ ଉଭୟ ପ୍ରେମିକ ପ୍ରେମିକା ନିଷ୍ପତ୍ତି ନେଲେ ଆତ୍ମହତ୍ୟାର ରାସ୍ତା। କିନ୍ତୁ ସ୍କୁଲ ହତା ଭିତରୁ…
Read More...

ନିଶା କାରବାରକୁ କେନ୍ଦ୍ର କରି ଗଣ୍ଡଗୋଳ: ବାଇକ ପୋଡି,ଉତ୍ତେଜନା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଯାଜପୁର ଟାଉନ ଅଞ୍ଚଳରେ ନିଶା କାରବାର କୁ କେନ୍ଦ୍ର କରି ଗଣ୍ଡଗୋଳ। ବାଇକ ପୋଡି,ଉତ୍ତେଜନା । ଯାଜପୁର ସଦର ଥାନା ନାଥସାହି ପଂଚାୟତ ଅଦାମପୁର ବୁଢା ନଦୀ କୁଳ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…
Read More...

ବାଣିଜ୍ୟକର ଓ ଜିଏସଟି ବିଭାଗ ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଡିଆ ନ୍ୟୁଜ୍(ବ୍ୟୁରୋ): ବ୍ୟାସନଗର ସହରର ଚୋରଦା ଛକଠାରେ ଥିବା ପିୟୁଷ ପାଣିଙ୍କ ଘରେ ଆଜି ସକାଳୁ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ସେ ବାଣିଜ୍ୟକର ଓ ଜିଏସଟି ବିଭାଗ, କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ଥିଲେ…
Read More...

ଶିକ୍ଷାଦାନ କିପରି ଚାଲିଛି ତାହାର ଜ୍ବଳନ୍ତ ଉଦାହାରଣ ହେଉଛି ବଡ଼ଚଣା ବ୍ଲକ ବାହାଦୁର ନଗର ଉଚ୍ଚ ବିଦ୍ୟାଳୟ, ପାଠ ପଢା…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାହାଦୁର ନଗର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପ୍ରମୋଦ ଦାସଙ୍କ ଉପସ୍ଥିତିରେ ବିଦ୍ୟଳୟ ର ଛାତ୍ରଛାତ୍ରୀ ମାନେ ଶାବଳ ଓ ହାତୁଡ଼ି ଧରି କାମ କରୁଥିବା ଦୃଷ୍ୟ ଏବେ ସାମନା କୁ…
Read More...