Browsing Tag

latest news

ବକ୍ସ ଅଫିସରେ ଧୁମ୍ ମଚାଉଛି ଫିଲ୍ମ ପଠାନ୍: ଜାଣନ୍ତୁ କେତେ ଆୟ କଲାଣି?

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ 'ପଠାନ' ଏକ ସୁପର ସଫଳ ବଲିଉଡ ଚଳଚ୍ଚିତ୍ରରେ ପରିଣତ ହୋଇଛି। ଚାରି ବର୍ଷର ଦୀର୍ଘ ବିରତି ପରେ…
Read More...

୨୦୧୯ ଠାରୁ ୨୦୨୪ ନିର୍ବାଚନ ମମତାଙ୍କ ପାଇଁ ହୋଇପାରେ ଅଡ଼ୁଆ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଲୋକସଭା ନିର୍ବାଚନକୁ ମାତ୍ର ଏକ ବର୍ଷ ବାକି ଅଛି। ସମସ୍ତ ଦଳ ନିଜ ରଥକୁ ନିର୍ବାଚନ ଯୁଦ୍ଧକ୍ଷେତ୍ର ଆଡକୁ ମୁହାଁଇଛନ୍ତି। ପିଏମ ମୋଦୀଙ୍କ ନେତୃତ୍ୱରେ ଏନଡିଏ ତୃତୀୟ ଥର ପାଇଁ ଜିତିବାକୁ ଚେଷ୍ଟା…
Read More...

ପୁଣି ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ଇମ୍ରାନ୍ ଖାନ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତର ପ୍ରଶଂସା କରିଛନ୍ତି। ଭାରତର ବୈଦେଶିକ ନୀତିର ପ୍ରଶଂସା କରି ସେ କହିଛନ୍ତି ଯେ ୟୁକ୍ରେନ ସହିତ ଯୁଦ୍ଧ ହେତୁ ଆମେରିକା ଏବଂ ଅନ୍ୟ…
Read More...

ଭାରତର ଲୋକତନ୍ତ୍ର ବିପଦରେ: ସଞ୍ଜୟ ରାଉତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେସନ୍ ଯଥା ବିସିସିଆଇ ପୁଣି ଥରେ ଲାଇମ୍ ଲାଇଟ୍କୁ ଆସିଛି। ଦିଲ୍ଲୀ ଏବଂ ମୁମ୍ବାଇରେ ବିସିସିଆଇର କାର୍ୟ୍ୟାଳୟ ଉପରେ ଆୟକର ଆକ୍ରମଣ। ଆଇଟି ବିଭାଗ କହୁଛି ଏହା ଏକ ସର୍ଭେ…
Read More...

ମହିଳା ପ୍ରିମିୟର ଲିଗ୍ ପାଇଁ ବିସିସିଆଇ ଜାରି କଲା କାର୍ଯ୍ୟସୂଚୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ପାଇଁ ବିସିସିଆଇ କାର୍ୟ୍ୟସୂଚୀ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟ ମାର୍ଚ୍ଚ ୪ ରୁ ଆରମ୍ଭ ହୋଇ ୨୬ ମାର୍ଚ୍ଚ ପର୍ୟ୍ୟନ୍ତ ଖେଳାଯିବ ଜ୍ଝ ମୋଟ ପାଞ୍ଚଟି ଦଳ ୨୨ ଟି…
Read More...

ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ୨୫୦ ଏୟାରକ୍ରାପ୍ଟ ଡିଲ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ୨୫୦ ବିମାନର ଚୁକ୍ତି ମଙ୍ଗଳବାର ଦିନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ଏହି ସମୟରେ ଉପସ୍ଥିତ…
Read More...

ଆଇପିଏଲର ପ୍ରଥମ ଅକ୍ସନରେ ଧୋନୀ ହେଉଛନ୍ତି ମହଙ୍ଗା ଖେଳାଳୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ପ୍ରଥମ ନିଲାମରେ ୫ ଟି ଫ୍ରାଞ୍ଚାଇଜ୍ ମୋଟ ୮୭ ଖେଳାଳି କିଣିଥିଲେ ଜ୍ଝ ଏହି ଖେଳାଳିଙ୍କ ପାଇଁ ଫ୍ରାଞ୍ଚାଇଜ୍ ମୋଟ ୫୯.୫ କୋଟି ଟଙ୍କା ଖର୍ଚ୍ଚ କରିଛି।…
Read More...

ଭାରତୀୟ ମୂଳ ନିକ୍କି ହାଲି ଲଢିବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୨୦୨୪ ମସିହାରେ ଯୁକ୍ତରାଷ୍ଟ୍ରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତୀୟ ମୂଳ ରିପବ୍ଲିକାନ୍ ନେତା ନିକ୍କି ହାଲି ମଙ୍ଗଳବାର (ଫେବୃଆରୀ ୧୪) ଘୋଷଣା କରିଛନ୍ତି।…
Read More...

ବିଜେପି ଉପରେ ବର୍ଷିଲେ ଅଖିଳେଶ ଯାଦବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲକ୍ଷ୍ନøରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ୨୦୨୩ ମଧ୍ୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରବିବାର ଦିନ କହିଛନ୍ତି ଯେ ୬ବର୍ଷ ଧରି…
Read More...

ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପରେ ବଢିଲା ପେଟ୍ରୋଲ ଡିଜେଲର ଦାମ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶର ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ସକାଳ ୬ ଟାରେ ଛାଡିଛନ୍ତି। ଏହି ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି ।…
Read More...