Browsing Tag

latestnews

ସତ୍ୟବ୍ରତ ରାଉତ ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ

ଓଡ଼ିଆ ନ୍ୟୁଜ୍: ଆଇଏଏସ୍ ସତ୍ୟବ୍ରତ ରାଉତ ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ୨୦୧୩…
Read More...

ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣା: ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହେଲେ ଅନ୍ତେବାସୀ

ଓଡ଼ିଆ ନ୍ୟୁଜ୍: ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣାରେ ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହୋଇଛନ୍ତି ଅନ୍ତେବାସୀ। ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କରିଛନ୍ତି ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ…
Read More...

କେଜ୍ରିଓ୍ୱାଲଙ୍କ ବଢିଲା ଚିନ୍ତା, ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୭ ବିଧାୟକ

ଓଡ଼ିଆ ନ୍ୟୁଜ୍: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଆମ ଆଦମୀ ପାର୍ଟି(ଆପ) ତଥା ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦଳର ୭ ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି।…
Read More...

କଣାସରେ ଝାଡ଼ାବାନ୍ତି: ଆଜି ଆଉ ଜଣଙ୍କର ଜୀବନ ଗଲା

ଓଡ଼ିଆ ନ୍ୟୁଜ୍: ପୁରୀ ଜିଲ୍ଲାର କଣାସରେ ଥମିବାରେ ନାଁ ଧରୁନି ଝାଡ଼ାବାନ୍ତି। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକ ହେଲେ କଣାସ ବ୍ଲକର ଜାଗୁଳେଇପଦର ଗ୍ରାମର ବାସିନ୍ଦା କୃଷ୍ଣ…
Read More...

ଘର ଲୋକଙ୍କୁ ନିଶାଦେଇ ଫେରାର ହେଇଗଲା ନାବାଳିକା

ଓଡ଼ିଆ ନ୍ୟୁଜ୍: ଘର ଲୋକଙ୍କୁ ନିଶାଦେଇ ଫେରାର ହେଇଗଲା ନାବାଳିକା। ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର…
Read More...

ମାନଙ୍କ ଘରେ ପହଞ୍ଚି ତଦନ୍ତ କଲେ ନିର୍ବାଚନ କମିଶନଙ୍କ ଟିମ୍

ଓଡ଼ିଆ ନ୍ୟୁଜ୍: ଆଜି ନିର୍ବାଚନ କମିଶନଙ୍କ ଦଳ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର କପୁରଥାଲା ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଉପରେ ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପି…
Read More...

ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ଓଡ଼ିଆ ନ୍ୟୁଜ୍: ଆମେରିକାର ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଓ ଆମେରିକା ସେନାର ହେଲିକପ୍ଟର ପରସ୍ପରକୁ ଧକ୍କା ଦେବା ଫଳରେ ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…
Read More...

ମହାକୁମ୍ଭରେ ଦଳାଚକଟା ନେଇ ସୁପ୍ରିମକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

ଓଡ଼ିଆ ନ୍ୟୁଜ୍: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା। ଜାନୁଆରି ୨୯ ତାରିଖ ସକାଳେ ସଙ୍ଗମ ଅଞ୍ଚଳରେ ଘଟିଥିବା ଏହି ଦଙ୍ଗାରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
Read More...

ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଶ୍ଵଦର୍ଶୀ ସାହୁଙ୍କର ୭ଟି ଠିକଣା ଉପରେ ଚଢ଼ଉ…
Read More...

ମହାକୁମ୍ଭ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ଯାଞ୍ଚ କଲା ପୁଲିସ ପ୍ରଶାସନ

ଓଡ଼ିଆ ନ୍ୟୁଜ୍: ମହାକୁମ୍ଭଲେଳାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ଯାଞ୍ଚ କଲା ପୁଲିସ ପ୍ରଶାସନ। ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂହ ଏବଂ ଡିଜିପି ପ୍ରଶାନ୍ତ କୁମାର ଆଜି ପ୍ରୟାଗରାଜର ମହାକୁମ୍ଭସ୍ଥିତ…
Read More...