Browsing Tag

latestnews

ପୁଣି ବଡ଼ ପରଦାକୁ ଫେରୁଛି ଶକ୍ତିମାନ୍: ଖର୍ଚ୍ଚ ହେବ ୨୦୦ରୁ ୩୦୦ କୋଟି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବଡ଼ ପରଦାକୁ ଫେରୁଛି ୯୦ ଦଶକରେ ଆମ ମାନଙ୍କ ମନୋରଞ୍ଜନର ଖୋରାକ ଥିଲା ଶକ୍ତିମାନ। ଟିଭି ପରଦାରେ ଏହି ସିରିଏଲ ଦେଖିବାକୁ ବେଶ ଉତ୍ସାହ ଦେଖିବାକୁ ମିଳୁଥିଲା । ସକାଳ ହେଉ କି ସନ୍ଧ୍ୟା…
Read More...

ଧନବାଦରେ କୋଇଲା ଖଣି ଭୁଶୁଡ଼ି ୩ ମୃତ, ୧୫ ଆହତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଝାଡ଼ଖଣ୍ଡ ଜିଲ୍ଲା ଧନବାଦରେ କୋଇଲା ଖଣି ଭୁଶୁଡ଼ି ୩ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଛନ୍ତି। ଧନବାଦର ଝରିଆ କୋଲଫିଲ୍ଡରେ ରାଷ୍ଟ୍ରାୟତ୍ତ ବିସିସିଏଲ୍ (ଭାରତ କୋକିଂ କୋଲ୍ ଲିମିଟେଡ୍)ର ଏକ କୋଇଲା…
Read More...

ଜୁନ ୨୩ ବିରୋଧୀ ମହାମେଳିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି, କହିଲା ଏଥର ବି ଜନମତ ଯିବ ମୋଦୀଙ୍କ ସପକ୍ଷରେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁନ ୨୩ରେ ବିରୋଧୀ ମହାମେଳିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି। ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ମେଣ୍ଟ କରି ବିଲୁଆ ବିଚାର ଯେତେ କଲେ ବି…
Read More...

ମୃତଦେହ ନୁହଁ ପଚା ଅଣ୍ଡା ପାଇଁ ଟ୍ରେନ୍ ବଗିରୁ ବାହାରୁଥିଲା ଦୁର୍ଗନ୍ଧ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପରେ କିଛ ଦିନ ହେଲା ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ଅଧିକ ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବଗି ଖୋଲଯାଇଥିବା…
Read More...

‍ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ, 5T ଉପକ୍ରମରେ ଗଢାହେବ ଆଦର୍ଶ ସ୍କୁଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାଲେଶ୍ୱର ଜିଲ୍ଲାର ବାହନଗା ‍ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ, 5T ଉପକ୍ରମରେ ଗଢାହେବ ଆଦର୍ଶ ସ୍କୁଲ । ଏନେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ…
Read More...

ରଥ ଯାତ୍ରାରେ ଶ୍ରୀକ୍ଷେତ୍ର ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଏଥର କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ ସହର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନ ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା…
Read More...

ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାଖେଇ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ଏଥିପାଇଁ ଜୋର ସୋରରେ ଆଗେଇ ଚାଲିଛି ରଥ କାମ। ଗୋଟିଏ ପଟେ ୩ ରଥ ଏବେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ।  ଅନ୍ୟପଟେ ରଥ ଭିଡା…
Read More...

ବାହାନଗା ଟ୍ରାଜେଡିରେ ୧୧୧ ଜଣ ମୃତକଙ୍କ ପରିବାରକୁ ପଠାଯାଇଛି ଶବ, ଏମ୍ସରେ ଏବେ ବି ରହିଛି ୮୨ ଶବ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରାଜେଡିରେ ୧୧୧ ଜଣ ମୃତକଙ୍କ ପରିବାରକୁ ପଠାଯାଇଛି ଶବ, ଏମ୍ସରେ ଏବେ ବି ରହିଛି ୮୨ ଶବ । ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।…
Read More...

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁସ୍ବାଦୁ ଆମ୍ବ ପଠାଇଲେ ଦିଦି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁସ୍ବାଦୁ ଆମ୍ବ ପଠାଇଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି ୧୨ ବର୍ଷ ହେବ…
Read More...

କଲାମ ଦ୍ୱୀପରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ହେଲା ସଫଳ ପରୀକ୍ଷଣ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ଏପିଜେ କଲାମ ଦ୍ୱୀପରୁ ଡିଆରଡିଓ ପକ୍ଷରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ହେଲା ସଫଳ ପରୀକ୍ଷଣ । ବିମାନରୁ ରାତିରେ ହୋଇଥିବା ପରୀକ୍ଷଣରେ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ସମସ୍ତ…
Read More...