#Odianews ଖସିଲା ପାରଦ, ବଢିଲା ଶୀତ Odia News Jan 16, 2026 0 ଓଡ଼ିଆ ନ୍ୟୁଜ୍: ଖସିଲା ପାରଦ, ବଢିଲା ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରି… Read More...
#Odianews ଗୋଷ୍ଠୀ ସଂଘର୍ଷ, ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ।୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ଜିଲ୍ଲା ପ୍ରଶାସନ। ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ।ପୂରା ସୁନ୍ଦରଗଡ଼… Read More...
#Odianews ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ରେ ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମୁଣ୍ଡ ଉପରେ ଥିଲା ଏକ କୋଟି ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଛତିଶଗଡ଼ ଵିଜାପୁର ଏସପିଙ୍କ ନିକଟରେ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।… Read More...
#Odianews ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ: ସନାତନ ମହାକୁଡ଼ Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ଦଳରୁ କାହିଁକି ସସ୍ପେଣ୍ଡ କରାଗଲା ମୁଁ ଜାଣିନି କହିଲେ ସନାତନ ମହାକୁଡ଼। ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। ୧୩ ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି, ବିରୋଧରେ କିଛି କହିନି।ବିଜେଡି… Read More...
#Odianews କାହିଁକି ସସ୍ପେଣ୍ଡ ହେଲି ଜାଣିନି: ଅରବିନ୍ଦ ମହାପାତ୍ର Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ବିଜେଡିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବିତ ହେବା ନେଇ ଆସିଲା ପ୍ରତିକ୍ରିୟା।ପ୍ରଥମ ପ୍ରତିକ୍ରିୟା ଆସିଛି। ମୁଁ କୌଣସି ଦଳ ବିରୋଧୀ କାମ କରି ନାହିଁ, କି ମୋତେ କାହିଁକି ଦଳରୁ ନିଲମ୍ବିତ କରାଗଲା ସେ… Read More...
#Odianews ସନାତନ, ଅରବିନ୍ଦ ବିଜେଡିରୁ ନିଲମ୍ବିତ Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ବିଜେଡି ପାର୍ଟିରୁ ଆସିଛି ବଡ଼ ଖବର। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଗୁରୁବାର ଦଳରୁ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି। ଦଳ ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁରା… Read More...
#Odianews ଓଡ଼ିଶାକୁ ନିପା ବ୍ୟାପିନି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣା।କେନ୍ଦ୍ର ଏ ଯାଏଁ ନିର୍ଦ୍ଦେଶନାମା ଜାରି କରିନି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।‘ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ… Read More...
#Odianews ସଚିବସ୍ତରୀୟ ବୈଠକରେ ମୁଖ୍ୟ ସଚିବଙ୍କ ବଡ ସୂଚନା Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଶେଷ।ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ସୂଚନା। ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଛି।ଆସନ୍ତା ବଜେଟ୍ରେ କଣ ନୂଆ ପଦକ୍ଷେପ… Read More...
#Odianews ପୁଣି ହାଡ ଭଙ୍ଗିବ ଜାଡ Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି । ଏହା ଆହୁରି ଶକ୍ତିଶାଳୀ ହେଉଛି। ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ… Read More...
#Odianews ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି Odia News Jan 15, 2026 0 ଓଡ଼ିଆ ନ୍ୟୁଜ୍: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ।ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ। ବ୍ରାହ୍ମଣ ନିଯୋଗ… Read More...