ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରଥଖଳାକୁ ବିଜେ ହେଲା ଆଜ୍ଞାମାଳ
ପୁରୀ(ଓଡ଼ିଆ ନ୍ୟୁଜ୍): ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହିୁ କ୍ରମରେ ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ । ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ଶ୍ରୀମନ୍ଦିରରେ ସକାଳ ଧୂପ…
Read More...
Read More...