ଓଲଟିଲା ସାର ବୋଝେଇ ଟ୍ରକ, ତଳେ ଚାପି ହୋଇ ଅଟୋ ଡ୍ରାଇଭର ଗୁରୁତର
ଓଡ଼ିଆ ନ୍ୟୁଜ୍: କଟକ ମଧୁପାଟଣା ପୋଲ ତଳେ ରାସ୍ତାରେ ଓଲଟିଲା ସାର ବୋଝେଇ ଟ୍ରକ। ଟ୍ରକ୍ ତଳେ ଚାପି ହୋଇ ଅଟୋ ଡ୍ରାଇଭର ଗୁରୁତର।ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି…
Read More...
Read More...