Browsing Tag

update news

ମଣିପୁର ଘଟଣାରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ବିରୋଧୀ ନୁହଁନ୍ତି: ରାଜନାଥ ସିଂ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଏହାରି ଭିତରେ ମଣିପୁର ଘଟଣାକୁ ନେଇ ଲୋକସଭାରେ ଆଜି ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିବା…
Read More...

ମଣିପୁର ଘଟଣାକୁ ନେଇ ଗୃହ ହୁଲୁସ୍ତୁଲୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ଆଜି ଉଠିଲା ମଣିପୁର ପ୍ରସଙ୍ଗ । ବିରୋଧୀଙ୍କ ହୋହଲ୍ଲା ଭିତରେ ୧୨ଟା ପର୍ୟ୍ୟନ୍ତ ଲୋକସଭା ଗୃହକାର୍ୟ୍ୟ ସ୍ଥଗିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…
Read More...

ବିରୋଧୀ ମେଣ୍ଟର ନାଁକୁ ନେଇ ସନ୍ତୁଷ୍ଟ ନାହାନ୍ତି ନୀତୀଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିରୋଧୀ ମେଣ୍ଟର ନାଁ ଇଣ୍ଡିଆକୁ ନେଇ ଆରମ୍ଭ ହୋଇଛି ବିବାଦ । କଂଗ୍ରେସ ନେତାମାନେ ଏହାର ଶ୍ରେୟ ରାହୁଲ ଗାନ୍ଧିଙ୍କୁ ଦେଉଥିବା ବେଳେ ଟିଏମ୍‌ସି ମମତା ହିଁ ଏହି ନାମ ପ୍ରସ୍ତାବ ଦେଇଥିଲେ ଏବଂ ରାହୁଲ…
Read More...

ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ । ଗତକାଲି ନୂଆ ସଂସଦ ଭବନରେ ବସିଥିଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନରେ…
Read More...

ଏଣିକି ୭୦ ଟଙ୍କାରେ ଟମାଟୋ ବିକ୍ରି କରିବେ କେନ୍ଦ୍ର ସରକାର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାଧାରଣ ଖାଉଟି ମାନଙ୍କ ଉପରେ ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଛି । ଏହାରି ଭିତରେ ଟମାଟକୁ ନେଇ ଆସିଲା ଖୁସି ଖବର । ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ…
Read More...

ଆଇନକୁ ହାତକୁ ନେବା ପାଇଁ କୌଣସି ସାମ୍ବାଦିକ ଲାଇସେନ୍ସ ପାଇନାହାନ୍ତି: ସୁପ୍ରିମକୋର୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କୌଣସି ସାମ୍ବାଦିକ ବା ରିପୋର୍ଟର ଆଇନକୁ ହାତମୁଠାକୁ ନେବା ଲାଗି ଲାଇସେନ୍ସ ପାଇନାହାନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ସାମ୍ବାଦିକଙ୍କ ଜାମିନ ନାମଞ୍ଜୁର କରିବା ପରେ ଏହା ବିରୋଧରେ ଆଗତ…
Read More...

ଭୂକମ୍ପରେ ଥରିଲା ଆମେରିକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭୂକମ୍ପରେ ଥରିଲା ଆମେରିକା । ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତମହାସାଗରରେ ଭୂ-କମ୍ପ ଅନୁଭୂତ ହୋଇଛି। ଭୂ-କମ୍ପର ତୀବ୍ରତା ରିକ୍ଟର ସ୍କେଲରେ ରହିଛି ୬.୫। ଏହି ଭୂ-କମ୍ପ ଏତେ ଶକ୍ତିଶାଳୀ ଥିଲା…
Read More...

ମହାରାଷ୍ଟ୍ର ରାୟଗଡ଼ରେ ଭୂସ୍ଖଳନ: ୫ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରବଳ ବର୍ଷାରେ ମହାରାଷ୍ଟ୍ରରେ ଭୂସ୍ଖଳନ ଦେଖିବାକୁ ମିଳିଛି । ବୁଧବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆହୁରି ଅନେକ…
Read More...

ଏସୀୟ କ୍ରୀଡ଼ା ଏଣ୍ଟ୍ରି କଲେ ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ୍‌

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଆରୋପ ଲଗାଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ଭିନେଶ…
Read More...

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ: ୮ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ବୁଧବାର ଦିନ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି…
Read More...