ତାରାଙ୍କ ବିସ୍ପୋରକ ବୟାନ:ବିଜେଡି ବାହୁବଳୀ ନେତା ନବ ହତ୍ୟା କାଣ୍ଡ ରେ ସମ୍ପୃକ୍ତ ଅଛନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତାରାଙ୍କ ବିସ୍ପୋରକ ବୟାନ। ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳୀ ନେତା ନବ ହତ୍ୟା କାଣ୍ଡ ରେ ସମ୍ପୃକ୍ତ ଅଛନ୍ତି। ତାଙ୍କୁ ତଦନ୍ତ ପରିସରର ଭୁକ୍ତ କରାଯାଉ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ନବ ଦାସ ହତ୍ୟା ର ତଥ୍ୟ ପଦାକୁ ଦେଇନାହାନ୍ତି କାହିଁକି କଣ ପାଇଁ ହତ୍ୟା ହେଲା। ପାଗଳ କରିଦେବାକୁ ଚେଷ୍ଟା କି? ସେ ପାଗଳ ସ୍ପଷ୍ଟ କରନ୍ତୁ ଆମେ sit ତଦନ୍ତ ଦାବି କରୁଛୁ।

ରାଜ୍ୟସରକାର ସଂନ୍ଦେହେ ଘେରରେ ବାସ୍ତବରେ ହତ୍ୟା କଣ ପାଇଁ ପ୍ରଶ୍ନ ଉଠିଛି ଖବର ଆସୁଛି ସେ ଜାଗାର ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳୀ ନେତା ସହ ତାଙ୍କର ପଡୁନଥିଲା ସେ ବାହୁବଳି ନେତା ତାଙ୍କୁ ମାରି ଦେଇନାହାନ୍ତି ତ? ସେ ବିଷୟ ରେ ପ୍ରଶ୍ନକାଳରେ ଆଲୋଚନା ହେଉ। ସରକାରଙ୍କ ଠାରୁ ନିରପେକ୍ଷ ତଦନ୍ତ ଆମେ ଆଶା କରୁନୁ। ବିଜେଡିର ଜଣେ ନେତା ମାରିଲା ଭଳି ଲାଗୁଛି। Sit ତଦନ୍ତ କାହିଁକି ହବନି? ଅବସରରେ ପ୍ରାପ୍ତ ଜଜ୍ କୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ସିଟିଙ୍ଗ ଜଜ୍ କୁ ପ୍ରଭାବିତ କରିପାରିବେ ନାହିଁ।

ଲୋକଙ୍କ ସୁରକ୍ଷା ଦରକାର। କିଏ ସେ ବାହୁବଳୀ ନେତା? ଯାହାର ସମ୍ପୃକ୍ତି ଅଛି। ଆମର କଂଗ୍ରେସର ସମ୍ପୃକ୍ତି ନାହିଁ ବିଜେଡି କହୁଛି ବିଜେପି ମାରିଲା ବିଜେପି କହୁଛି ବିଜେଡି ମାରିଲା।  କଂଗ୍ରେସ ରାଜନୀତି କରୁନି ନ୍ୟାର୍ଯ୍ୟ ଦାବି କରୁଛି ଯିଏ ପ୍ରକୃତ ହତ୍ୟାକାରୀ ତାକୁ ଧରାଯାଉ। ସିଏ ଆମର ବନ୍ଧୁ ସେ ସମୟ ରେ ଆମେ ଆଲୋଚନା କରିଛୁ ସେ କହୁଥିଲେ ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳୀ ନେତା ସହ ତାଙ୍କର ପଡୁନଥିଲା ସେ ଆମକୁ କହିଥିଲେ।

Leave A Reply

Your email address will not be published.