ଉକ୍ତଳୀୟ ଜୋତିଷ କର୍ମକାଣ୍ଡ ଆଲଚନା ଚକ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ସାବର ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ, ଉକ୍ତଳୀୟ ଜୋତିଷ ବ୍ରାହ୍ମଣ କର୍ମକାଣ୍ଡ ଆଲଚନା ଚକ୍ର ଅନୁଷ୍ଟିତ ହୋଇଥିଲା।ପଣ୍ଡିତ ଶ୍ରୀଯୁକ୍ତ ରବି ନାରାୟଣ ସାମନ୍ତ ସୋର୍ମା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲା ରୁ ବ୍ରାହ୍ମଣ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା | ପ୍ରମୁଖ ଅତିଥି ଭାବେ ପଣ୍ଡିତ ପଣ୍ଡିତ ବିନୟ ମିଶ୍ର ପଣ୍ଡିତ ତୁମ୍ବନାଥ ତ୍ରିପାଠୀ ପଣ୍ଡିତ ଅଶକ କୁମାର ଦାଶ ପଣ୍ଡିତ ରବି ନାରାୟଣ ସାମନ୍ତ ସୋର୍ମା ପଣ୍ଡିତ ସୁବାଶ ଚନ୍ଦ୍ର ଦାଶ ଶୋଭା ମଣ୍ଡିତ କରିଥିଲେ।

ବ୍ରାହ୍ମଣ ମାନଙ୍କ ସମାଜରେ ଦୁଷ୍ପଭାବ ମନ ଭାବକୁ ଆଧାର କରି ବ୍ରାହ୍ମଣ କର୍ମକାଣ୍ଡ ର ବିଶେଷତ୍ୱ ମହତ। ଆଗାମୀ ପିଡି ମାନଙ୍କର ଆଗାମୀ ପିଡି ସୋମଗ୍ର ଭାରତ ବର୍ଷକୁ ଆଧାର କରି ଉକ୍ତଳୀୟ ବ୍ରାହ୍ମଣ ମାନଙ୍କର ସ୍ଥିତି ସୁଦୃଢ ଓ ଶକ୍ତିମୟ ସଂସ୍କାରିକ ହୋଇ ପାରିବ ଏହି ବିଷୟକୁ ପ୍ରାଧାନ୍ୟ ଦେଇ ଗଭୀର ଭାବରେ ମୋହତ୍ୱପୂର୍ଣ୍ଣ ବାଣୀ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ପଣ୍ଡିତ ମୁଦି ରଥ ହୋତା ଶୋଭା ସଂଯୋଜନା କରିଥିଲେ। ପଣ୍ଡିତ ସତ୍ୟ ନାରାୟଣ ସତପଥି ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା , ନୀଳମ୍ବର ମହାପାତ୍ର ନରେନ୍ଦ୍ର ନରେନ୍ଦ୍ର ନାଥ ପୋତି, ଦେବାଶିସ୍ନନ୍ଦ ଦୀପକ ମିଶ୍ର, ପୁର୍ଣଚନ୍ଦ୍ର ତ୍ରିପାଠୀ, ଶ୍ରୀକାନ୍ତ କୁମାର ପଣ୍ଡା, ଦୁର୍ଗା ମାଧବ ଆଚାର୍ଯ୍ୟ, ବାସୁଦେବ ଆଚାର୍ଯ୍ୟ, କିରଣ ତ୍ରିପାଠୀ, ଗଣପତି ମିଶ୍ର ଏହିପରି ଅନେକ ବ୍ରାହ୍ମଣ ମାନଙ୍କର ଉପସ୍ଥିତ ଥିଲେ।

ପୂର ପଲ୍ଲୀରୁ ସହର୍ ର ବ୍ରାହ୍ମଣ ପିଲା ମାନଙ୍କୁ କର୍ମକାଣ୍ଡ ଶିକ୍ଷା ଗ୍ରହଣ କରିବା ପାଈଁ ଆଲଚନା ହେଇଥିଲା। ବ୍ରତ ଉପନୟନ କନ୍ୟା ବିବାହ ଆଦି କାର୍ଯ୍ୟପ୍ରନ୍ଥା ଗ୍ରହଣ କରାଯିବା ପାଇଁ ସ୍ଥିର କରା ଯାଇଥିଲା ରାଉଲକେଲା ସୁନ୍ଦର ଗଡ଼ କଳାହାଣ୍ଡି ଜଗତସିଂହ ପୁର ନବରଙ୍ଗ ପୁର ଗଞ୍ଜାମ କୋରାପୁଟ ବଲାଙ୍ଗୀର ବୌଦ୍ଧ ରାୟଗଡା ଓ ଦିଗପହଣ୍ଡୀ ଆଦି ଜିଲ୍ଲା ରୁ ବ୍ରାହ୍ମଣ ମାନେ ଯୋଗଦାନ କରି ଆଲଚନା ଚକ୍ର କୁ ସାଫଲ୍ୟ ମଣ୍ଡିତ କୋରିଥିଲେ।

Leave A Reply

Your email address will not be published.