ବିଜେଡି ସରକାରଙ୍କ ଠକ ପଦାରେ ପଡ଼ିଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେଡି ସରକାର ଙ୍କ ଠକ ପଦାରେ ପଡ଼ିଲା। ଭୋଟ ରାଜନୀତି ଧରା ପଡ଼ିଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ମିଛ ପ୍ରମାଣିତ ହେଲା। ରାଜ୍ୟ ସରକାର ଙ୍କ ଯୋଜନା ରେ ପ୍ରତିଟି ଜିବନ ମୂଲ୍ୟବାନ। ମାସିକ 1.25ଲକ୍ଷ ରୁ ଉର୍ଦ୍ଧ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ 250କୋଟି ର ଦେୟ ମୁକ୍ତ ଚିକିତ୍ସା ସେବା ଯୋଗାଇ ଆସୁଥିବା କହୁଛନ୍ତି ରାଜ୍ୟ ସରକାର।

ଗ୍ରାମାଞ୍ଚଳ ରେ ବି. ଏସ୍. କେ. ୱାୟୀ ରେ ସାମିଲ୍ ହୋଇପାରିନଥିବା ପାରିବାର ଙ୍କୁ ଜଟିଳ ରଗ ରୁ ମୁକ୍ତି ପାଇବା ପାଇଁ ବି. ଏସ. କେ. ୱାଇ ନବିନ କାର୍ଡ ଦେଇଛନ୍ତି ସରକାର୍। ରାଜ୍ୟ ରେ 96.5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତାରେ ସାମିଲ୍ ରହିଥିବା ମଞ୍ଚ ରେ ଭାଷଣ ମାରୁଛନ୍ତି ସରକାର୍। ଏବଂ ପାରିବାର ର ମହିଳା ସଦସ୍ୟା ଙ୍କ ପାଈଁ ଚିକିସ୍ଛା ସହାୟତାରେ ସାମିଲ୍ ହୋଇଥିବା ଚିତ୍ର କୁ ପ୍ରମାଣ କରିବା ପାଇଁ ପୁସ୍ତକ ମାଧ୍ୟମ ରେ । ଗ୍ରାଉଣ୍ଡ ରିପୋର୍ଟ୍ ଏବେ ଧରାପଡିଲା। ବାସ୍ତବ ଚିତ୍ର କିନ୍ତୁ ଅଲଗା। ପଞ୍ଚାୟତ ର ବିକାଶ କରିଥିବା ଚିତ୍ର କୁ ପ୍ରଚାର୍ ପ୍ରସାର ପାଇଁ ପୁସ୍ତକ ମାଧ୍ୟମ ରେ ଗ୍ରାମାଞ୍ଚଳ ରେ ଦେଇଥିବା ପୁସ୍ତକ ର ସତ କଥା ମୁଖା ଖୋଲି ଦେଇଛନ୍ତି ଜଣେ ବ୍ୟକ୍ତି ।

ସହଦେବ ପ୍ରାଷ୍କା। ଖୋଟି ଖିୟା ଜଣେ ଚାଷୀ ପରିବାର ର ସୁସ୍ଥ ସବଳ ଶରୀର ଗଠନର ମଣିଷ କୁ କିଡନୀ ରୋଗରେ ପୀଡିତ ଥିବା ଏବଂ ଭୁବନେଶ୍ବର ରେ ଥିବା ସମ୍ ମେଡ଼ିକାଲ ରେ BSKY କାର୍ଡ ଦ୍ୱାରା ମାଗଣା ଚିକ୍ଷିଶ୍ଚା ହେଲା ପରୀ ପ୍ରମାଣ କରିଦେଇଛନ୍ତି ରାଜ୍ୟ ସରକାର। ପଂଚାୟତ ର ବିକାସ ପୁସ୍ତକ ରେ ସହଦେବ ପ୍ରାଷ୍କା ଙ୍କ ଫଟ କୁ ସ୍ଥାନ ଦେଈ ଭୋଟ ହାତାଇବା ପାଇଁ କରାଯାଇଅଛି ଷଡ଼ଯନ୍ତ୍ର। ଏହି ଷଡ଼ଯନ୍ତ୍ର କୁ ନେଇ ଏବେ ଗ୍ରାଉଣ୍ଡ ଜିର୍ ସତ୍ ଧରାପଡ଼ିଗୋଲା । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମୋହନ ଗୁଡ଼ା ପଂଚାୟତ ଗ୍ରାମ ପାତ୍ର ଗୁଡ଼ା ର ଚାଷୀ ଯୁବକ୍ ସୁସ୍ଥ ସବଳ ଥିବା ବେଳେ, ମିଛ ପ୍ରହସନ ଦେଖାଇ BSKY କାର୍ଡ ରେ ଫଟ ଉତଳନ କରିଥଲେ ଜଣେ GRS କର୍ମଚାରୀ ଗଣେଶ ବାବୁ। ସହଦେବ ପ୍ରାଷ୍କା ତାଙ୍କ ଜିବନ କାଳରେ ଭୁବନେଶ୍ୱର ସହର ଦେଖୀ ନାହାନ୍ତି, ହେଲେ ଏହି ପୁସ୍ତକ ପ୍ରମାଣ ଦେଉଛି ଜେ, ସହଦେବ ପ୍ରାଷ୍କା ଶମ୍ ମେଡ଼ିକାଲ ରେ BSKY କାର୍ଡ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ସେବା ରାଜ୍ୟ ସରକାର ଦେଉଥିବା ମିଛ ପ୍ରଚାର୍ ଗୁମର କୁ ପଂଚାୟତ ର ବିକାସ ପୁସ୍ତକ ରେ ଧରା ପଡ଼ିଲା।

Leave A Reply

Your email address will not be published.